ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିପଦ ସଙ୍କୁଳ ଅବସ୍ଥାରେ ୪୨ ମୌଜା ତଇଲିପଡା ଟ୍ରାନ୍ସଫମର

 କଟକ : କଟକ ସଦର ବୟାଳିଶମୌଜା ଅନ୍ତର୍ଗତ ତଇଲିପଡା ଗ୍ରାମସ୍ଥିତ ରାସ୍ତା ପାର୍ଶ୍ବ ନିକଟରେ ବିପଦ ସଙ୍କୁଳ ଅବସ୍ଥାରେ ବିଦ୍ୟୁତ ଟ୍ରାନ୍ସଫମର ରହିଛି । ଏହାର ଚାରି ପାଶ୍ବରେ ଅନାବନା ବୃକ୍ଷଲତା ମାଡିଗଲାଣି । ଏହାର ଚାରିପାର୍ଶ୍ୱରେ ତାରବାଡ ସଫା କରାଯିବା ସହିତ ଚାରି ପାଶ୍ବରେ ବ୍ୟାରିକେଡ ପାଚେରୀ ନିମ୍ରାଣ କରାଯିବା ପାଇଁ ଗ୍ରାମବାସୀଙ୍କ ଉପେନ୍ଦ୍ର ଦାସ,ପ୍ରକାଶ ଚଂଦ୍ର ଦାସ,ଚଂଦ୍ର ଶେଖର ସ୍ୱାଇଁ,ଶିବରାମ ଦାସ,ବିଭୂତି ନନ୍ଦ ଦାସ ପ୍ରମୁଖ ବୟାଳିଶମୌଜା ବିଦ୍ୟୁତ କର୍ଯ୍ୟାଳୟ ନିକଟରେ ଦୃଢ ଦାଵୀକରିଛନ୍ତି।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ନୂଆପଡ଼ା ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସି ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆ ଙ୍କ ଶ୍ରଦ୍ଧାଞ୍ଜଳୀ ସଭା ରେ ଯୋଗ ଦାନ

Sunil Chandra Nayak

ଧାମରା ସଂଘ ତରଫରୁ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

Sunil Chandra Nayak

ଜନଜାତିୟ ଗୌରବ ବର୍ଷ ପାଳନ ଅବସରରେ ସ୍ଵତନ୍ତ୍ର ଗ୍ରାମସଭା ଓ ତାଲିମ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!