ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅତିରିକ୍ତ ଜିଲ୍ଲାପାଳଙ୍କୁ ଲହୁ ଲୁହାଣ ଘଟଣାରେ -ବାଲି ମାଫିଆ ପିଣ୍ଟୁଆ ଗିରଫ

କାମାକ୍ଷାନଗର (ମନିସ )10/8/23 // ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ମୁହୁଳପାଳ ମୋଷ୍ଟ ୱାଣ୍ଟେଡ ବାଲିମାଫିଆ ପିଣ୍ଟୁଆ ବେହେରା କୁ ଆଜି ଭୋର୍ ସମୟରେ ଭୁବନ ପୋଲିସ ମହୁଲପାଳ ଗ୍ରାମର ଯାତ୍ରା ପଡ଼ିଆରୁ ଭୁବନ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି ।ଘଟଣା ରୁ ଜଣା ପଡ଼ିଛି ଆଜିକୁ ଠିକ୍ ୯ ମାସ ହେବ ପିଣ୍ଟୁଆ ଟ୍ରାକ୍ଟର ଯୋଗେ ଚୋରା ବାଲି ଚାଳଣ କରିବା ସମୟରେ କାମାକ୍ଷାନଗର ଅତିରିକ୍ତ ଜିଲ୍ଲାପାଳ ଏକ ଟିମ୍ ନେଇ ଚଢାଉ କରିଥିଲେ ।ଏହି ଚଢ଼ାଉରେ ପିଣ୍ଟୁଆ ପାଲଟା ଆକ୍ରମଣ କରି ଅତିରିକ୍ତ ଜିଲ୍ଲାପାଳଙ୍କୁ ଲହୁ ଲୁହାଣ କରିବା ସହିତ ତାଙ୍କ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ ।ତେବେ ଏନେଇ ଭୁବନ ଥାନା ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପିଣ୍ଟୁଆ ଘଟଣା ଦିନରୁ ଫେରାର ଥିଲେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଘରୁ ସୁନା ଅଳଙ୍କାର ଚୋରି ଅଭିଯୋଗ 

masiha

ବିପୁଳ ପରିମାଣର ଦେଶୀ ମଦ ସହିତ ୦୩ ବାଇକ ଜବତ, ୦୩ ଗିରଫ 

masiha

ସମ୍ପର୍କୀୟ ନାତୁଣୀ କୁ ଦୁଷ୍କର୍ମ ଉଦ୍ୟମ କରି ଅଜା ଗିରଫ

masiha

Leave a Comment

error: Content is protected !!