ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖାତିଗୁଡା ଥାନା ରେ ଭାର ପ୍ରାପ୍ତ ଆଇଆଇସି ଯୋଗଦେଲେ

ତେନ୍ତୁଳିଖୁଣ୍ଟି ୧୦/୦୮/୨୩// ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ଥାନା ରେ ଭାର ପ୍ରାପ୍ତ ଆଇ ଆଇ ସି ଦାୟିତ୍ୱ ନେଲେ ମହେଶ ଚନ୍ଦ୍ର ଗୋଲୋରୀ । ଆଇ ଆଇ ଦୀପକ ଲେଙ୍କା ଙ୍କ ବଦଳି ପରେ ଖାଲି ଥିଲା ଏହି ପଦବୀ। କାର୍ଯ୍ୟରେ ଯୋଗଦେବା ପରେ ଆଇନ ଶୃଙ୍ଖଳା ସହ  ସଡ଼କ ଦୁର୍ଘଟଣା ହାର କମାଇବା ପାଇଁ ମୋଟର ଓ ବାଇକ ଚାଳକ ଙ୍କ ଉପରେ ଧ୍ୟାନ ଦିଆଯିବ। ରୋଡ଼ ରୋମିଓ ଙ୍କୁ ସାବଡ଼ ପାଇଁ ଉଦ୍ୟମ କରିବେ ବୋଲି କହିଛନ୍ତି।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ଭବାନୀପାଟଣା ବସଷ୍ଟାଣ୍ଡରେ ଥିବା ମିଶନ୍ ଶକ୍ତି କାଫେ ର ଉଦ୍ଘାଟନ

masiha

ବୟନିକା’ର ୬୯ତମ ପ୍ରତିଷ୍ଠା ଦିବସ

masiha

ଅନ୍ତର୍ଜାତୀୟ ଶାନ୍ତି ଦିବସ ପାଳନ

masiha

Leave a Comment

error: Content is protected !!