ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଡ୍ରୋନ ରେ ଟିବି ସେମ୍ପୁଲ ସଂଗ୍ରହ ଓ ଟେଷ୍ଟିଂ ର ଶୁଭାରମ୍ବ

ଉତ୍କେଲା,୨୧/୦୩,ନିପ୍ର, ଭାରତ ରେ ଥିବା ୧୮୨ ଆଦିବାସୀ ବହୁଳ ଅଞ୍ଚଳରେ ସରକାର ସ୍ୱାସ୍ଥ୍ୟ ବିଭାଗ ସହାୟତା ରେ ବର୍ତ୍ତମାନ ଡ୍ରୋନ ସାହାଯ୍ୟ ରେ ଟିବି ଚିକିତ୍ସା ପାଇଁ ପଦକ୍ଷେପ ଆରମ୍ଭ କରାଯାଇଛି।ଅତି କମ ସମୟରେ ବ୍ଲଡ଼ ସେମ୍ପୁଲ ସଂଗ୍ରହ କରାଯାଇ ଟେଷ୍ଟ କରାଯାଇପାରିବ ବୋଲି କତ୍ତୃପକ୍ଷ କହିଛନ୍ତି।ଏହି ଡ୍ରୋନ ସାହାଯ୍ୟ ରେ ରୋଗୀ ଙ୍କ ପାଇଁ ଜରୁରୀ ସମୟରେ ବ୍ଲଡ଼,ଭେକ୍ସିନ ଆଦି ନିଆଯାଇ ପାରିବ।କଳାହାଣ୍ଡି କେସିଙ୍ଗା ବିଦ୍ୟାପୀଠ ସ୍କୁଲ ରୁ ହେଡ଼କ୍ୱାଟର ଆଜି ୧୫ ଟି ଟିବି ସେମ୍ପୁଲ ପଠାଯାଇ ଶୁଭାରମ୍ବ ହୋଇଛି। ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ।

Related posts

କ୍ୟାପିଟାଲ୍ ହସ୍ପିଟାଲରେ ଆରମ୍ଭ ହେଲା ଇ-ଟିକେଟ୍ ବ୍ୟବସ୍ଥା। ଆଉ ଲମ୍ବା ଲାଇନରେ ଠିଆ ହେବେନି ଲୋକ…

Sunil Chandra Nayak

ମୋତିଆ ବିନ୍ଦୁ ଚିହ୍ନଟ ଶିବିର

Sunil Chandra Nayak

ଝାଡ଼ାବାନ୍ତି ପିଛା ଛାଡ଼ୁନି ଖୁଣ୍ଟିପଦର ର : ଆଜି ଦୁଇ ଆକ୍ରାନ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଗଲେ ଜଣେ ରୋଗୀ ରେଫର ହେଲେ ଜିଲ୍ଲା ଚିକିତ୍ସାଳୟ କୁ 

Sunil Chandra Nayak

Leave a Comment

error: Content is protected !!