ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳମଣି ଗୋପବନ୍ଧୁ ୱେଲେଫେୟାର ଟ୍ରଷ୍ଟ ଆନୁକୂ ସ୍ୱାଧୀନତା ଦିବସ ପାଳିତଲ୍ୟରେ

ଉତ୍କଳମଣି ଗୋପବନ୍ଧୁ ୱେଲେଫେୟାର ଟ୍ରଷ୍ଟ ଆନୁକୂଲ୍ୟରେ ରେ ଗୋପବନ୍ଧୁ ନଗର ସ୍ଥିତ କାର୍ଯ୍ୟାଳୟ ପରିସରରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ଏହି ଅବସରରେ ଅନୁଷ୍ଠାନର ସମ୍ପାଦକ ଅରୁଣ କୁମାର ପରିଡା ଜାତୀୟ ପତାକା ଉତ୍ତୋଳନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଅନ୍ତର୍ଯ୍ୟାମୀ ବେହୁରା, ପ୍ରତିମା ପାଣିଗ୍ରାହୀ, ସୁଲ୍ଳେତା ସାହୁ ମୋହିନୀ ନାୟକ ନଟବର barik ଝୁନୁ ରାଣୀ ଦାସ ପ୍ରମୁଖ ବହୁ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ଉପସ୍ଥିତ ଥିଲେ।

ହିନ୍ଦ ମଜଦୁର ସଭା ସହବନ୍ଧିତ ଇଣ୍ଡିଆନ ଡେଟୋନେଟର୍ସ ମଜଦୁର ସଭା ପକ୍ଷରୁ ବାଲିଯୋଡି ଛକ ନିକଟସ୍ଥ ୟୁନିଅନ କାର୍ଯ୍ୟାଳୟ ପରିସରରେ ୭୭ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି l ୟୁନିଅନ ର କାର୍ଯ୍ୟକାରୀ ସଭାପତି ଅରୁଣ କୁମାର ପରିଡାଙ୍କ ଅଧକ୍ଷତରେ ଅନୁଷ୍ଠିତ ଏହିକାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଶଷଧର ନୟାଜ ଜାତୀୟ ପତାକା ଉତ୍ତୋଳନ କରି ଜାତି ଓ ଦେଶ ଉଦେଶ୍ୟରେ ତାଙ୍କର ବକ୍ତବ୍ୟ ରଖିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ହିନ୍ଦ ମଜଦୁର ସଭାର ରାଜ୍ୟ ସମ୍ପାଦକ ପ୍ରମୋଦ ଦାସ ଉପସଭାପତି ଅନ୍ତର୍ଯ୍ୟାମୀ ବେଉରା, ସି୍ଧେଶ୍ୱର ବଳ, ପ୍ରଭାତ କୁମାର ନାୟକ, ବିଜୟ ନାୟକ ସୁନ୍ଦରରାମ ହାଁସଦା, ରାମେଶ୍ୱର ନାଗ, ବିଶ୍ୱନାଥ ନାୟକ ସମେତ ବହୁ ମହିଳା ଶ୍ରମିକ ଯୋଗ ଦେଇଥିଲେ l ଶେଷରେ ଉଇନିଅନ ପକ୍ଷରୁ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଏକ ସଭା ଅନୁଷ୍ଠିତ ହୋଇଥିଲା l

ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅନ୍ୱେଷଣ ଦ୍ଵାରା ପରିଚାଳିତ କମ୍ପୁଟର ଶିକ୍ଷା କେନ୍ଦ୍ର ପକ୍ଷରୁ ବାଲିଯୋଡି ସ୍ଥିତ କାର୍ଯ୍ୟାଳୟ ପରିସରରେ 77 ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି l ଅନୁଷ୍ଠାନର ସମ୍ପାଦିକା ସଚଲା ପଣ୍ଡା ଜାତୀୟ ପତାକା ଉତ୍ତୋଳନ କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଅରୁଣ କୁମାର ପରିଡା, ଭାରତୀ ବାସ୍କେ, ପରିଚାଳନା କମିଟି ସଦସ୍ୟ ଚାନ୍ଦମଣୀ ମାଝୀ ସମେତ ଶିକ୍ଷା କେନ୍ଦ୍ରର ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l ଶେଷରେ ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା।

ମସିହା ନିଯୁଜ୍ ସର୍ଭିସ୍ 

Related posts

ଚିଲିଗୁଡା ରେ ମା ଠାକୁରାଣୀଙ୍କ ଦଶହରା ଓ ଦୁର୍ଗାପୂଜା ସମ୍ପନ୍ନ 

masiha

ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ସ୍ୱଚ୍ଛତା ହିଁ ସେବା ଦିବସ ପାଳିତ

masiha

SANJIBANI SEVA FOUNDATION’S SECOND ANNUAL CELEBRATION AND HEALTH CAMP HELD.

masiha

Leave a Comment

error: Content is protected !!