ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନାରାୟଣ ପାଟଣାରେ ମାଓ ପୋଷ୍ଟର

ବନ୍ଧୁଗାଁ ତା,୨୨।୦୮।୨୩,ଦୀର୍ଘ ବର୍ଷର ବ୍ୟବଧାନ ପରେ କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକରେ ପୋଷ୍ଟର ଲଗାଇ ମାଓବାଦୀ ମାନେ ନିଜର ଉପସ୍ଥିତ ଜାହିର କରିଛନ୍ତି।ଯାହାକୁ ନେଇ ଅଞ୍ଚଳରେ ଏବେ ଭୟର ବାତା ବରଣ ଦେଖିବାକୁ ମିଳିଛି । ନାରାୟଣ ପାଟଣା ବ୍ଲକର ଚିନ୍ତାଗୁଡ଼ା ଠାରେ ଖଞ୍ଜାବତି ନଦୀ ଉପରେ ନିର୍ମାଣ ହେବାକୁ ଯାଉଥିବା ଏକ ଚେକ୍ ଡେମ୍ କୁ ବିରୋଧ କରି ମାଓ ପୋଷ୍ଟର ଲଗା ଯାଇଥିବା ଦେଖିବାକୁ ମିଳିଛି ।

ସାବଧାନ ଏ ନଦୀ ଜଙ୍ଗଲ,ଜମି ଆମ ଆଦିବାସୀ ମାନଙ୍କର।ଏଥିରେ ସରକାରଙ୍କ ହସ୍ତକ୍ଷେପ ବର୍ଦାସ୍ତ କରିବୁ ନାହିଁ,ଝଞ୍ଜାବତି ନଦୀ ଉପରେ ଚେକ୍ ଡେମ୍ କରାଇ ଦେବୁ ନାହିଁ ବୋଲି ଉଲ୍ଲେଖ ଥିବା ବେଳେ ସବୁ ଲୋକ ପ୍ରତିନିଧି ମାନଙ୍କୁ ମଧ୍ୟ ସାବଧାନ ରହିବାକୁ ଉଲ୍ଲେଖ ରହିଛି । ଖବର ଲେଖା ହେବା ସୁଧା ଘଟଣା ସ୍ଥଳକୁ ପୋଲିସ ଜାଇ ନଥିବା ବେଳେ ଏହି ଘଟଣାଟି ଅସଲି ମାଓବାଦୀଙ୍କର ନା ନକଲି ମାଓବାଦୀଙ୍କର ତାହା ଏଯାଏଁ ଜଣା ପଡିନି ।

ପ୍ରକାଶ ଥାଉକି କୋରାପୁଟ ଜିଲ୍ଲାର ନାରାୟଣ ପାଟଣା ଓ ବନ୍ଧୁଗାଁ ବ୍ଲକ୍ ଏକଦା ମାଓବାଦୀଙ୍କ ଅଧୀନରେ ଥିଲା ।ମାଓବାଦୀଙ୍କ ଦ୍ବାରା ଏହି ଦୁଇଟି ବ୍ଲକରେ ହିଂସାତ୍ମକ କାର୍ଯ୍ୟ କଳାପ ବୃଦ୍ଧି ପାଇବାରୁ ସ୍ଥାନେ ସ୍ଥାନେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହେଲା । କିଛି ମାଓବାଦୀ ଗିରଫ ହେଲେ କିଛି ଅଞ୍ଚଳ ଛାଡି ଚାଲି ଗଲେ । ଫଳରେ ମାଓ ଇଲାକା ଭୁସୁଡ଼ିବାରେ ଲାଗିଲା । ବିଏସଏଫ କ୍ୟାମ୍ପ ଉଠୀଯିବା ପରଠୁ ପୁଣି ଏବେ ମାଓବାଦୀ ମାନେ ନିଜର ଉପସ୍ଥିତି ଜାହିର କରିବାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି । ଆଗକୁ ରାଜ୍ୟ ସରକାର କି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ 

Related posts

ବ୍ରେକିଂ // ଇନ୍ଦ୍ରାବତୀ ଡାହାଣ କେନାଲ ରେ ଏକ ବୃଦ୍ଧା ଙ୍କ ମୃତ ଦେହ ଭାସୁଛି

masiha

ଜୁନାଗଡ଼ ଠାରେ ଅବକାରୀ ବିଭାଗ ତରଫରୁ ଏକଲକ୍ଷ ଟଙ୍କା ର ଗଞ୍ଜେଇ ଜବତ ୨ ଗିରଫ ଓ କୋର୍ଟ ଚାଲାଣ

Sunil Chandra Nayak

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା: ଦୋଷୀକୁ ୨୦ ବର୍ଷ ଜେଲ, ୨୦ ହଜାର ଟଙ୍କା ଜରିମାନା

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort