ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉଚ୍ଚଶିକ୍ଷା ପାଇଁ ଦାରିଦ୍ର୍ୟ ସାଜୁଛି ବାଧକ

ଢେ଼ଙ୍କାନାଳ (ମ ନି ସ) ୨୫/୦୮_କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ କୋଟଗରା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ପଣ୍ଡୁଆ ଗ୍ରାମର ଚନ୍ଦନ ନାଏକ ୨୦୧୯ ମସିହାରେ କଳା ବିଭାଗରେ ଡିଗ୍ରୀ ପାସ୍ କଲାପରେ ଉଚ୍ଚଶିକ୍ଷା ପାଇଁ ଆଶା ବାନ୍ଧିଥିବା ବେଳେ ଦାରିଦ୍ର୍ୟର କଷାଘାତ ସହିବାକୁ ପଡୁଛି l ଯେଉଁଠି ମୁଠାଏ ପେଟକୁ ନିଅଣ୍ଟ ସେଠି ଉଚ୍ଚଶିକ୍ଷା ଦେଖିବା ତାଙ୍କ ପାଇଁ ଦିବାସ୍ବପ୍ନ ପାଲଟି ଯାଇଛି lତାଙ୍କ ବାପାଙ୍କର ବୟସ ୬୫ ବର୍ଷ l ଏହି ବାର୍ଦ୍ଧକ୍ୟ ଅବସ୍ଥାରେ ଘର ଚଳାଇବା କଷ୍ଟକର ହୋଇଯାଉଛି l ଯାହାକି ପାଠପଢାରେ ଡୋରି ବାନ୍ଧିବା ପରି ଦୟନୀୟ ପରିସ୍ଥିତି ସୃଷ୍ଠି କରୁଛି lଉଚ୍ଚଶିକ୍ଷା ନିମନ୍ତେ ଆବଶ୍ୟକୀୟ ଅର୍ଥ ଯୋଗାଡ଼ ପାରୁନାହିଁ l ଏ ଦିଗରେ ରାଜ୍ୟ ସରକାର ଯଦି ସାହାର୍ଯ୍ୟ କରନ୍ତି, ତେବେ ତାଙ୍କ ପରିସ୍ଥିତି ସୁଧୁରି ଯିବ ବୋଲି ଆଶା ପ୍ରକଟ କରିଛନ୍ତି l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ୍

Related posts

ବାବା ପଞ୍ଚଲିଙ୍ଗେଶ୍ଵର ପୀଠ ନିକଟବର୍ତ୍ତୀ ଗୁତି ସାହି ରେ ବସ୍ତ୍ର ବଣ୍ଟନ

masiha

ସର୍ବ ଭାରତୀୟ ସ୍ତରରେ ଆତ୍ମ ନିର୍ଭରଶୀଳ ଗ୍ରାମପଞ୍ଚାୟତ ଭାବେ ଦିତୀୟ ପୁରସ୍କୃତ ପ୍ରାପ୍ତ କରିଥିବା ହାଟବାଦଡା ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସବିତା ସୋରେନ ଙ୍କୁ ହାଟବାଦଡାରେ ସୁସ୍ବାଗତ

masiha

ପଣ୍ଡିତ ପଦ୍ମଭୂଷଣ ନୀଳକଣ୍ଠ ଦାସ ଙ୍କ ଜୟନ୍ତୀ ପାଳନ 

Sunil Chandra Nayak

Leave a Comment

error: Content is protected !!