ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲା ଜନଜାତି ସୁରକ୍ଷା ମଞ୍ଚର ଜିଲା ସ୍ତରୀୟ ବୈଠକ

ଡାବୁଗାଁ, ୨୭/୮ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ଲ୍ୟାମ୍ପ୍ସ ଗୋଦାମ ଠାରେ ଜିଲା ଜନଜାତି ସୁରକ୍ଷା ମଞ୍ଚର ଏକ ଜିଲା ସ୍ତରୀୟ ବୈଠକ ପୂର୍ବତନ ରାଜ୍ୟସଭା ସାଂସଦ ଭଗବାନ ମାଝିଙ୍କ ଅଧ୍ୟକ୍ଷତାରେ ରବିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଜିଲାରେ ଜନଜାତି ର ଲୋକ ମାନଙ୍କର ବିଭିନ୍ନ ସମସ୍ୟା ଓ ତାର ସମାଧାନ ନିମନ୍ତେ ପଦକ୍ଷେପ ନିଆଯିବା ଉପରେ ଆଲୋଚନା ହୋଇଥିଲା | ଏଥିରେ ଜିଲାରେ ବସବାସ କରୁଥିବା ୧୫ ଟି ଜନଜାତିକୁ ନେଇ ଜିଲା ଜନଜାତି ସୁରକ୍ଷା ମଞ୍ଚର ନୂତନ ଭାବେ କମିଟି ଗଠନ କରାଯାଇଛି | ଏଥିରେ ଜିଲା ଜନଜାତି ସୁରକ୍ଷା ମଞ୍ଚର ସଭାପତି ଭାବେ ଗୋପୀ ନାଥ ମାଝି, ଉପସଭାପତି ରତନ ମାଝି, ବୁଦୁ ଜାନୀ ଓ ପଦମନ ସାନ୍ତା, ସାଧାରଣ ସମ୍ପାଦକ ଲଛମନ ମାଝି, ସହ ସମ୍ପାଦକ ଜଗତଜୀବନ ନାୟକ, କୋଷାଧ୍ୟକ୍ଷ ଦଶରଥ ଗଣ୍ଡ, ସହ କୋଷାଧ୍ୟକ୍ଷ ନାରାୟଣ ବଞ୍ଜରା, ଜିଲା ସଂଯୋଜକ ରାଜମନ ଭତ୍ରା, ସଭ୍ୟ ଦିବାକର ହାଲବା, ଯମୁନା ନାୟକ ଓ ମଙ୍ଗଳଦେଇ ଜାନୀ ଏବଂ ଉପଦେଷ୍ଟା ଭଗବାନ ମାଝି, ନବୀନ ନାୟକ, ମଣିରାମ ଗଣ୍ଡ ଓ ଶଶୀଧର ମାଝି, ଆଇନ ଉପଦେଷ୍ଟା ନିତ୍ୟାନନ୍ଦ ଗଣ୍ଡ ପ୍ରମୁଖ ଙ୍କୁ ସର୍ବ ସମ୍ମତି ଚୟନ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ମଚିନ୍ଦ୍ର ଶବର, ମଦୁସୂଦନ ଅମାନାତ୍ୟ, ଚନ୍ଦ୍ର ପ୍ରଭାକର ପୂଜାରୀ, ଜୟରାମ ଭତ୍ରା, ପ୍ରତାପ ଚନ୍ଦ୍ର ନାୟକ, ଅଭିମନ୍ୟୁ ମାଝି ଙ୍କ ସମେତ ଜିଲାର ୧୦ ଟି ବ୍ଲକରୁ ୧୫ ଟି ସମ୍ପ୍ରଦାୟର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ | ଡାବୁଗାଁର ମୋହନ ନାୟକ, ମୋହନସିଂ ଗଣ୍ଡ, ନରସିଂ ମାଝି, ରାଇସିଂ ପୂଜାରୀ ପଦ୍ମଚରଣ ମାଝି, ମଙ୍ଗରାଜ ମାଝି, ଫୁଲସିଂ ଜାନୀ, ଦୟାନିଧି ବଞ୍ଜରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ପ୍ରୟାସରେ ରାଇରଙ୍ଗପୁରରେ କ୍ବେସ୍ କର୍ପ ପ୍ରାଇଭେଟ୍ ଲିମିଟେଡ ଆନୁକୁଲ୍ୟରେ ବୃହତ ନିଯୁକ୍ତି ମେଳା

Sunil Chandra Nayak

ଗ୍ରୀଷ୍ମ ପ୍ରବାହ ମୁକାବିଲା ନେଇ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ 

masiha

ରାଜ୍ୟ ସଭାପତି ଭାବେ ଦ୍ଵିତୀୟ ଥର ନିର୍ବାଚିତ ହେଲେ ତ୍ରିପତି ବାଲାଜୀ ସାହୁ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort