ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା କାର୍ଯ୍ୟକ୍ରମ 

ଅଦ୍ୟ ତା-୨୯.୦୮.୨୦୨୩ ରିଖ ମଙ୍ଗଳବାର ଦିନ ଅପରାହ୍ନ ଘ.୯.୦୦ମି ରେ ସ୍ଥାନୀୟ ସେଣ୍ଟଜ୍ୟାଭିୟର୍ସ ବିଦ୍ୟାଳୟ ପରିସରରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି୤ । ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମହିଳାକୋର୍ଟ ର ବିଚାରପତି ଶ୍ରୀମତୀ ସୋନାଲ ଶର୍ମା, ରେଜିଷ୍ଟ୍ରାର ଶ୍ରୀଯୁକ୍ତ ଦେବୀଜ୍ୟୋତି ମହାପାତ୍ର, ରାୟଗଡା ବାର ଆସୋସିଏସନ ର ଆଇନଜୀବି ଶ୍ରୀମତୀ ପ୍ରଣତିପାତ୍ର, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ପେନାଲ ଓକିଲ ଶ୍ରୀ ସୀତାରାମ ପଣ୍ଡା ଓ ସେଣ୍ଟଜ୍ୟାଭିୟର୍ସ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ନିରଞ୍ଜନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।୤ ଉପସ୍ଥିତ ଅତିଥିମାନେ ନିଜ ନିଜର ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଘରୋଇହିଂସା ପ୍ରତିରୋଧ ଆଇନ, ପରିବେଶ ସୁରକ୍ଷା ଆଇନ, ଶିଶୁ ଯୌନ ନିର୍ଯାତନା ଆଇନ, ଲିଙ୍ଗନିରୂପଣ ବିରୋଧ ଆଇନ,ପୋକ୍ସ ଆଇନ ତଥା ଅପରାଧ ସମ୍ବନ୍ଧିତ ବିଭିନ୍ନ ନିୟମାବଳୀର ଆଲୋଚନା କରିବା ସହ ବିସ୍ତୂତ ଭାବରେ ଜ୍ଞାନ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ତରଫରୁ ଶ୍ରୀମତୀ ଡ଼ଃ ଲୋପାମୁଦ୍ରା ପଟ୍ଟନାୟକ ସଂଯୋଜନା କରିଥିବାବେଳେ ଶ୍ରୀଯୁକ୍ତ ଅଭିଳାଷ ପଟ୍ଟନାୟକ ସମସ୍ତ ପ୍ରକାର ସହଯୋଗ କରିଥିଲେ । ୤ସର୍ବୋପରି ଏହି କାର୍ଯ୍ୟକ୍ରମରେ ସେଣ୍ଟଜ୍ୟାଭିୟର୍ସ ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ପଣ୍ଡା ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି I

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ୫-ଏନଆଇଏସଏମ ଫାଇନାସିଆଲ ଲିଟ୍ରେସୀ ଫର ୟୁଥ ର ଏକ ୧୦ ଘଣ୍ଟିଆ ସେମିନାର

କିସ ଓ କିଟ ପକ୍ଷରୁ ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ ଅନୁଷ୍ଠିତ

ତୃତୀୟ ଦିନରେ ଶିକ୍ଷକ ଙ୍କ ଗଣ ଧାରଣା:- ସବୁ ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ତାଲା; ଭୟ ନୁହେଁ ନ୍ୟାୟ ଦିଅ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort