ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

କୋରାପୁଟ ଜିଲ୍ଲାକୁ ରାଜ୍ୟ ରୋଲର ସ୍କେଟିଂ ରେସିଂ ଚମ୍ପିୟାନସିପରେ ୯ଟି ସ୍ଵର୍ଣ୍ଣ ପଦକ ଓ ୬ଟି ରୌପ୍ୟ ପଦକ

ବନ୍ଧୁଗାଁ.୦୨।୦୯ // ବ୍ରହ୍ମପୁରରେ ଆୟୋଜିତ ରାଜ୍ୟ ରୋଲର ସ୍କେଟିଂ ରେସିଂ ଚମ୍ପିୟାନସିପରେ କୋରାପୁଟ ଜିଲ୍ଲାକୁ ୯ଟି ସ୍ଵର୍ଣ୍ଣ ପଦକ ଓ ୬ଟି ରୌପ୍ୟ ପଦକ ମିଳିଥିବା ଜଣା ପଡ଼ିଛି।ପାଞ୍ଚରୁ ସାତ ବର୍ଷ ବର୍ଗରେ ଆରୋହୀ ଡାଣ୍ଡୁଙ୍କୁ ସହେ ଓ ଦୁଇ ଶହ ମିଟର ପ୍ରତିଯୋଗିତା ରେ ଦୁଇଟି ସ୍ଵର୍ଣ୍ଣ,ସାତରୁ ନଅ ବର୍ଷ ବର୍ଗରେ ପ୍ରିୟଙ୍କା ନାୟକଙ୍କୁ ସହେ ଓ ପାଞ୍ଚ ସହ ମିଟର ପ୍ରତିଯୋଗିତାରେ ଦୁଇଟି ରୌପ୍ୟ,୯ ରୁ ୧୧ ବର୍ଷ ବର୍ଗରେ ଜସ୍ମିନ ଏକ୍କାଙ୍କୁ ସହେ ରୁ ପାଞ୍ଚ ସହ ମିଟର ପ୍ରତିଯୋଗିତାରେ ଦୁଇଟି ସ୍ଵର୍ଣ୍ଣ,୧୧ ରୁ ୧୪ ବର୍ଷ ବର୍ଗରେ ଜସ୍ମିତା ଏକ୍କାଙ୍କୁ ସହେ ରୁ ପାଞ୍ଚ ସହ ମିଟର ପ୍ରତିଯୋଗିତାରେ ଦୁଇଟି ସ୍ଵର୍ଣ୍ଣ,୧୧ ରୁ ୧୪ ବର୍ଷ ବର୍ଗରେ ରୋହନ ସରକାରଙ୍କୁ ସହେ ରୁ ପାଞ୍ଚ ସହ ମିଟର ପ୍ରତିଯୋଗିତାରେ ଗୋଟିଏ ସ୍ଵର୍ଣ୍ଣ ଓ ଗୋଟିଏ ରୌପ୍ୟ,୧୧ ରୁ ୧୪ ବର୍ଷ ବର୍ଗରେ ସୂର୍ୟାଙ୍କ ସୋହୁର୍ୟଙ୍କୁ ସହେ ମିଟର ପ୍ରତିଯୋଗିତାରେ ରୌପ୍ୟ,୯ ରୁ ୧୧ ବର୍ଷ ବର୍ଗରେ ଆର୍ୟଶ୍ରୀଙ୍କୁ ଶହେରୁ ପାଞ୍ଚ ଶହ ମିଟର ପ୍ରତିଯୋଗିତାରେ ଗୋଟିଏ ସ୍ଵର୍ଣ୍ଣ ଓ ଗୋଟିଏ ରୌପ୍ୟ,୯ ରୁ ୧୧ ବର୍ଷ ବର୍ଗରେ ଶ୍ରୀୟଙ୍କ ପାଢ଼ୀଙ୍କୁ ଶହେରୁ ଦୁଇ ଶହ ମିଟର ପ୍ରତିଯୋଗିତାରେ ଦୁଇଟି ରୌପ୍ୟ ଓ ୧୧ ରୁ ୧୪ ବର୍ଷ ବର୍ଗରେ ମଳୟ ରଞ୍ଜନ ପ୍ରଧାନ ଶହେରୁ ହଜାରେ ମିଟର ପ୍ରତିଯୋଗିତାରେ ଦୁଇଟି ସ୍ବର୍ଣ୍ଣ ପଦକ ପାଇ ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି।

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଜଲଦା କାର୍ମେଲ ସ୍କୁଲରେ ଆଞ୍ଚଳିକ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ 

Sunil Chandra Nayak

ଭଗବାନ ବିର୍ସା ମୁଣ୍ଡା ଫୁଟବଲ୍ ମହାକୁମ୍ଭ ଉଦଯାପିତ

Sunil Chandra Nayak

ଓଡ଼ିଶା ଟେନିସ କ୍ରିକେଟ ଦଳରେ ନବରଙ୍ଗପୁର ଜିଲ୍ଲାରୁ ତିନି ଖେଳାଳି

masiha

Leave a Comment

error: Content is protected !!