ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା, ଶିକ୍ଷକ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଚକାଡ଼ଙ୍ଗର ନିକଟସ୍ଥ ୩୫୩ ନଂମ୍ବର ଜାତୀୟ ରାଜପଥ ରେ ସଡ଼କ ଦୁର୍ଘଟଣା। ଏକ ଚାରି ଚାକିଆ ଗାଡି ବାଇକ କୁ ଧକା ଦେଇଥିବା ବେଳେ ବାଇକ ଚାଳକ ଶିକ୍ଷକ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଅଛି। ଶିକ୍ଷକ ଜଣକ ଗଡ୍ରରାମୁଣ୍ଡା ନିବାସୀ ନିର୍ମଳ ଦଳପତି ବୋଲି ଜଣାପଡିଅଛି। ସେ ବଡ଼ମହେଶ୍ବର ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକତା କରିଛନ୍ତି। ଆଜି ବିଦ୍ୟାଳୟକୁ ଯାଉଥିବା ବେଳେ ନୂଆପଡା ପଟୁ ଆସୁଥିବା ଏକ ଗାଡି ଧକା ଦେଇଅଛି। ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ହୋଇଅଛି।ଘଟଣା ସ୍ଥଳକୁ ଖଡ଼ିଆଳ ପୋଲିସ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ଖଡ଼ିଆଳ ଉଅପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ରେ ଆଣିଥିଲେ। ସେଠାରେ ତାଙ୍କୁ ଡାକ୍ତର ବହୁ ସମୟରୁ ମୃତ ହୋଇଥିବା ପ୍ରକାଶ କରିଛନ୍ତି ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ନବୀନ ନିବାସରେ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଥିବା ମନ୍ତ୍ରୀ,ସାଙ୍ଗଠନିକ ଦାୟିତ୍ୱ ବୁଝିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ମଧୁସ୍ମିତା ସାହୁ ଙ୍କ କବିତା ଶ୍ରାବଣୀ

Sunil Chandra Nayak

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ଆଇ ଲଭ ୟୁ 

Sunil Chandra Nayak

Leave a Comment

error: Content is protected !!