ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାସନ୍ତୀ କଲୋନୀ ଏ,ବି,ସି ଦୁର୍ଗାପୂଜା କମିଟି ଗଠିତ 

ବାସନ୍ତୀ କଲୋନୀ ଏ,ବି,ସି ଦୁର୍ଗାପୂଜା କମିଟି ଗଠିତ 

ରାଉରକେଲା / ବାସନ୍ତୀ କଲୋନୀ ସ୍ଥିତ ଏ,ବି,ସି ବ୍ଲକ ଦୁର୍ଗାପୂଜା ପରିଚାଳନା ସମିତି ର ଆସନ୍ତା ଦୁଇ ବର୍ଷ (୨୦୨୩-୨୫)ପାଇଁ କମିଟି ର ପୁନର୍ଗଠନ କରାଯାଇଛି। ବରିଷ୍ଠ କର୍ମକର୍ତ୍ତା ଶୈବାଳ ସେନ୍ ଙ୍କ ଅଧ୍ୟକ୍ଷତା ଓ ସ୍ବପନ ପଣ୍ଡା ଙ୍କ ଆବାହକତ୍ବରେ ଆୟୋଜିତ ଏକ ବୈଠକରେ ପୁରାତନ ଓ ନୂତନ କର୍ମକର୍ତ୍ତା ମାନେ ମିଳିତ ଭାବେ ଉପସ୍ଥିତ ହୋଇ ଆସନ୍ତା ଦୁଇବର୍ଷ ପାଇଁ କମିଟି ଗଠନ କରିଥିଲେ । ସର୍ବସମ୍ମତିକ୍ରମେ ସ୍ଥିରୀକୃତ ହୋଇଥିବା କମିଟି ର କାର୍ଯ୍ୟକର୍ତ୍ତା ମାନେ ହେଲେ ସଭାପତି ଭାବେ ଶୈବାଲ ସେନ, କାର୍ଯ୍ୟକାରୀ ସଭାପତି ଭାବେ ସ୍ବପନ ପଣ୍ଡା,ଉପ-ସଭାପତି ଭାବେ ଯଥାକ୍ରମେ ସୁରତ ନାୟକ, ଜନରଞ୍ଜନ ମିଶ୍ର, ରାଧାନାଥ ରାଉତ, ଅନିଲ ପଣ୍ଡା, ଶ୍ୟାମଳ ବାରିକ , ସାଧାରଣ ସଂପାଦକ ଭାବେ କେଦାର ନାୟକ, ସହ ସଂପାଦକ ଭାବେ ସୁଧାଂଶୁ ପଣ୍ଡା, କୋଷାଧ୍ୟକ୍ଷ ଭାବେ ମାନସ ପଟ୍ଟନାୟକ, ସାଂଗଠନିକ ସଂପାଦକ ଭାବେ ଦୁର୍ଗା ମହାନ୍ତି ଓ ସାଂସ୍କୃତିକ ସଂପାଦକ ଭାବେ ରାଜକିଶୋର ନାୟକ ପ୍ରମୁଖ ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ନାଡୁଙ୍କ ପରିବାରକୁ ଆବାସ ଘର ମିଳିବ କେବେ ?

masiha

କଳାହାଣ୍ଡିରେ ଦ୍ଵିତୀୟ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବି ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଲା କ୍ରିୟାନୁଷ୍ଠାନ କମିଟି ଦାବି ପୂରଣ ନହେଲେ ହେବ ଭୟାବହ ଆନ୍ଦୋଳନ

masiha

ବର୍ଷା ଯୋଗୁଁ ଚାରଭାଟି ମାଇନର କେନାଲ ହୁଡା ଭାଙ୍ଗିଲା ,ଚାଷ ଜମି ଜଳ ମଗ୍ନ ,ଜମିରେ ମାଟି ଓ ବ।ଳିଚର ହୋଇଥିବା ଚାଷୀଙ୍କ ଅଭିଯୋଗ 

masiha

Leave a Comment

error: Content is protected !!