ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିଲିଗୁଡା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦଣ୍ଡ ନୃତ୍ୟ

ଚିଲିଗୁଡା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦଣ୍ଡ ନୃତ୍ୟ

ଚିଲିଗୁଡା ( ମ ନି ସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଗ୍ରାମର ବିଶ୍ୱ କର୍ମ। ପୂଜା କମିଟି ଆନୁକୂଲ୍ୟରେ ପ୍ରଥମ ଥର ରେ ଗ୍ରାମର ଅନେକ କାରିଗର ଏକତ୍ରିତ ହୋଇ ବିଶ୍ୱ କର୍ମ। ପୂଜାର ଆୟୋଜନ କରାଯାଇଥିଲା ।ଏଥିରେ କର୍ତ୍ତା ଭାବରେ ଯଶୋବନ୍ତ ପଟେଲ ଏବଂ ତାଙ୍କ ପତ୍ନୀ ଅଷ୍ଟମୀ ପଟେଲ ମୁଖ୍ୟ ଦାୟିତ୍ୱ ଗ୍ରହଣ କରି ଥିବା ବେଳେ ପୂଜକ ଭାବରେ ଆଶୁତୋଷ ମୁଣ୍ଡ ଦାୟିତ୍ୱ ନିର୍ବାହ କରିଥିଲେ ।ଏଥିରେ ଆୟୋଜନ କମିଟିର ସଭାପତି ଅଭି ବାଗ ,ସମ୍ପାଦକ ଅରୁଣ ମାଝି ,କୋଷ ଧକ୍ଷ ନରିନ ସାହୁ ମୁଖ୍ୟ ଦାୟିତ୍ୱ ବହନ କରି ଥିବା ବେଳେ ଅନୁଷ୍ଠାନର ସୁରେସନ ଛ ତ୍ରିଆ ,ଚିନ୍ତାମଣି ପଟେଲ ,ଧର୍ମୁ ପଟେଲ ,ନରହରି ପଟେଲ ,ରାହ।ସ ପଟେଲ ,ପ୍ରମୋଦ ସାହୁ ଏବଂ ଶାନ୍ତ ପଟେଲ ପ୍ରମୁଖ ସହଯୋଗ କରିଥିଲେ ।ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଜୁନାଗଡ଼ ବ୍ଲକ ଉପ।ଧକ୍ଷ ପ୍ରମୋଦ କୁମାର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସାଂସ୍କୃତିକ କାର୍ଯ୍ୟକ୍ରମ ଦଣ୍ଡ ନୃତ୍ୟ କୁ ଉଦ୍ଘାଟନ କରିଥିଲେ ।ଏହି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉପଭୋଗ କରିବା ପାଇଁ ଅଞ୍ଚଳର ବହୁ ଜନସାଧାରଣ ଉପସ୍ଥିତ ରହି ଦଣ୍ଡ ନୃତ୍ୟ ର ଭରପୁର ଆନନ୍ଦ ନେଇଥିଲେ ।।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ନନ୍ଦାହାଣ୍ଡି ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

ଅମିତ ପାଇଲେ ଓ ଏ ଏସ, ଖୁସିରେ ଗ୍ରାମବାସୀ କଲେ ସ୍ବାଗତ ସମ୍ବର୍ଦ୍ଧନା

Sunil Chandra Nayak

ପାଇପ ଲାଇନ ବିଛାଇ ଖାତିଗୁଡା ରାସ୍ତା ର ଉଭୟ ପାର୍ଶ୍ଵ ନଷ୍ଟ ,ରଥଯାତ୍ରା ପୂର୍ବରୁ ମରାମତି ପାଇଁ ଦାବୀ

Sunil Chandra Nayak

Leave a Comment

error: Content is protected !!