ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆଖାଇ ଭେଟଘାଟ

ନୂଆଖାଇ ଭେଟଘାଟ

କଳାହାଣ୍ଡି ଜିଲ୍ଳାର କର୍ଲାମୁଣ୍ଡା ବ୍ଳକ ଅନ୍ତର୍ଗତ ଭୋଇରମୁଣ୍ଡାର ଗଜାନନ ଯୁବକ ସଂଘରେ ନୂଆଁଖାଇ ଭେଟଘାଟ : ୨୦୨୩ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ଅବିନାଶ ଠାକୁର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଯୁବକ ମାନଙ୍କୁ ଉତ୍ସାହିତ କରିଥିବାବେଳେ ବିଶିଷ୍ଟ ଗବେଷକ ତଥା ଅଧ୍ୟାପକ ଡକ୍ଟର ଅଜିତ କୁମାର ବେହେରା ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ଗଣପର୍ବ ନୂଆଖାଇକୁ ସଂପର୍କର ସେତୁବନ୍ଧ ବୋଲି କହିଥିଲେ। ଏହି ଅବସରରେ ଅଞ୍ଚଳର କୃତି ଛାତ୍ରଛାତ୍ରୀ, ପ୍ରତିଭାବାନ ଯୁବକ ଯୁବତୀ ମାନଙ୍କୁ ପୁରସ୍କୃତ କରାଯିବା ସହ ବୟୋଜ୍ୟେଷ୍ଠ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସବକୁ ଜଳନ୍ଧର ସାହୁ ପରିଚାଳନା କରିଥିବାବେଳେ ଯେମନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

କୋକସରା କ୍ଲଷ୍ଟରରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ରାୟଗଡା ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ଯୁବ ଭୋଟର ସଚେତନତା ଓ ପଞ୍ଜୀକରଣ ଶିବିର

masiha

ଦୁଇ ନମ୍ବର କାଉନସିଲୋର ଘର ସମ୍ମୁଖର ରାସ୍ତା ସାରା ଖାଲ

masiha

Leave a Comment

error: Content is protected !!