ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଠ ଫୁଟର ଅଜଗର ସାପ ଉଦ୍ଧାର

ଆଠ ଫୁଟର ଅଜଗର ସାପ ଉଦ୍ଧାର

କାମାକ୍ଷାନଗର(ମନିସ )21/9/23 // ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା କାମାକ୍ଷାନଗର ବ୍ଲକ କନ୍ତିଓ ପୁଟସାହି ଗ୍ରାମରୁ ସ୍ନେକ ହେଲପ ଲାଇନର ସଦସ୍ୟ ମାନେ ଏକ ଆଠ ଫୁଟର ଅଜଗର ଉଦ୍ଧାର କରିବାକୁ ସକ୍ଷମ ହୋଇଛନ୍ତି ।ଅଜଗରଟି ଗ୍ରାମର ଜୈନିକ ବ୍ୟକ୍ତିଙ୍କ ବାରି ପଛରେ ଥିବା ବେଳେ ସର୍ପ ଉଦ୍ଧାରକାରୀ ଦଳ ର ସଦସ୍ୟ ନାରାୟଣ ମହାଳିକ, ମହେନ୍ଦ୍ର ଭୂତିଆ ସାପଟିକୁ ଉଦ୍ଧାର କରାଯାଇଥିଲା। ପରେ ଅଁଳାବେରେଣି ବନ ବିଭାଗ ର ରମେଶ ଚନ୍ଦ୍ର ପାଣିଗ୍ରାହୀ ଓ ରୁକ୍ମିଣୀ ସାହୁ ତଥା କର୍ମକର୍ତ୍ତା ଙ୍କ ଉପସ୍ଥିତି ରେ କଦଳିପାଳ ସଂରକ୍ଷିତ ଜଙ୍ଗଲ ରେ ଛାଡ଼ି ଦିଆଯାଇଥିଲା ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଭବାନୀପାଟଣା ଠାରେ ପ୍ରଥମ ଦିଶା କମିଟି ୨୦୨୩-୨୪ ବୈଠକ ଅନୁଷ୍ଠିତ

Sunil Chandra Nayak

ସର୍ବ ଭାରତୀୟ ସ୍ତରରେ ଆତ୍ମ ନିର୍ଭରଶୀଳ ଗ୍ରାମପଞ୍ଚାୟତ ଭାବେ ଦିତୀୟ ପୁରସ୍କୃତ ପ୍ରାପ୍ତ କରିଥିବା ହାଟବାଦଡା ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସବିତା ସୋରେନ ଙ୍କୁ ହାଟବାଦଡାରେ ସୁସ୍ବାଗତ

masiha

ଓଡ଼ିଶାର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ବିରେନ ମିତ୍ରଙ୍କ ଶ୍ରାଦ୍ଧ ଦିବସ ପାଳିତ 

Leave a Comment

error: Content is protected !!