ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜୁ ଏକ୍ସପ୍ରେସ ସଡ଼କ ରେ ପୁଣି ଦୁର୍ଘଟଣା, ଦୁଇ ବାଇକ୍ ଧକ୍କା ରେ ଦୁଇ ବାଇକ୍ ଆରୋହୀ ଙ୍କ ମୃତ୍ୟୁ

ବିଜୁ ଏକ୍ସପ୍ରେସ ସଡ଼କ ରେ ପୁଣି ଦୁର୍ଘଟଣା, ଦୁଇ ବାଇକ୍ ଧକ୍କା ରେ ଦୁଇ ବାଇକ୍ ଆରୋହୀ ଙ୍କ ମୃତ୍ୟୁ

ନୂଆପଡା, ନୂଆପଡ଼ା ଜିଲ୍ଲା ନୂଆପଡା ଜିଲ୍ଲା ସିନାପାଲି ସହର ନିକଟ ବିଜୁ ଏକ୍ସପ୍ରେସ ୱେ ରେ ସଡ଼କ ଦୁର୍ଘଟଣା ରେ ଘଟଣା ସ୍ଥଳରେ ଦୁଇ ବାଇକ ଆରୋହୀ ଙ୍କ ମୃତ୍ୟୁ ହୋଉଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାପଡିଛି lମୃତକ ଦୁଇ ଜଣ ସିନାପାଲି ଥାନା ଦର୍ଲିପଡ଼ା ଗାଁର ବୋଲି ଜଣାପଡିଛି l ଖବର ପାଇ ସିନାପାଲି ପୋଲିସ ଘଟଣା ସ୍ଥଳରେ ପହଁଚି ଦୁଇ ମୃତ ଶବକୁ ଜବତ କରିବା ସହ ଗୁରୁତର ଙ୍କୁ ଉଦ୍ଧାର କରି ପ୍ରଥମେ ସିନାପାଲି ଡାକ୍ତର ଖାନା ରେ ଚିକିତ୍ସା ପାଇ ଭର୍ତ୍ତି କରିଥିବା ବେଳେ ପରେ ଅବସ୍ଥା ଗୁରୁତର ଭବାନୀପାଟଣା କୁ ସ୍ଥାନାନ୍ତର କରାଯାଇଛି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରେଙ୍ଗାଲି ବାମ ଶାଖା କେନାଲରେ ୩୦ ଫୁଟର ଘାଇ

masiha

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

masiha

ଏସଆଇଆର କାର୍ଯ୍ୟ ତଦାରଖ ; ବିଧାୟକଙ୍କୁ ଫର୍ମ ବାଣ୍ଟିଲେ ଉପଜିଲ୍ଲାପାଳ 

Leave a Comment

error: Content is protected !!