ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଲାଉଗୁଡା ନିକଟରେ ଅଜଣା ଯୁବକଙ୍କ ଝୁଲନ୍ତା ସବ ଜବତ କଲା ପୋଲିସ

ଲାଉଗୁଡା ନିକଟରେ ଅଜଣା ଯୁବକଙ୍କ ଝୁଲନ୍ତା ସବ ଜବତ କଲା ପୋଲିସ

ତେନ୍ତୁଳିଖୁଣ୍ଟି ୨୩/୯/୨୩ // ଆଜି ନବରଙ୍ଗପୁର ଜିଲ୍ଲା ଖାତିଗୁଡା ଥାନା ଅନ୍ତର୍ଗତ ଲାଉଗୁଡା ରାସ୍ତା ପାର୍ଶ୍ୱରେ ସରକାରଙ୍କ ତରଫରୁ ଯୋଗେଇ ଦିଆଯାଇଥିବା jmc ର ପାଣିପାଇପ ଲାଇନ ଏୟାର ଭାଲ ୱାଲ ଠାରେ ଅଜଣା ଯୁବକଙ୍କ ଝୁଲନ୍ତା ଶବ ଖାତିଗୁଡା ପୋଲିସ ଜବତ କରିଛି l ସୂଚନା ପ୍ରକାରେ ନନ୍ଦାହାଣ୍ଡି ଉପାଧକ୍ଷ ସଦନ ଗୌଡ଼, ଏବଂ ନନ୍ଦାହାଣ୍ଡି ବ୍ଲକ ଯୁବ ବିଜେଡି ସଭାପତି ପୁରନ୍ଦର ଭତ୍ରା ଘଟଣାକୁ ନେଇ ଖାତିଗୁଡା ପୋଲିସ ରେ ଲିଖିତ ଅଭିଯୋଗ କରିବାପରେ ସେଠାରେ ଖାତିଗୁଡା ପୋଲିସ ଟିମ ଆସି ସତ୍ୟା ସତ୍ୟ ତଦନ୍ତ କରୁଥିବା ଜଣା ପଡିଛି l ଦିନ ଦ୍ୱି ପହରରେ ରାସ୍ତା ପାର୍ଶ୍ଵରେ କେମିତି ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ଶବ ଦେଖାଦେଇଛି ଏହା ଆତ୍ମହତ୍ୟା ନା ସୁପରିକଳ୍ପିତ ହତ୍ୟା ସେ ନେଇ ସନ୍ଦେହ ଘେରରେ ଅଞ୍ଚଳ ବାସି l ବର୍ତ୍ତମାନ ଏନେଇ ଖାତିଗୁଡା ପୋଲିସ ପ୍ରାଥମିକ ତଦନ୍ତ କରୁଥିବା ଦେଖିବାକୁ ମିଳିଛି ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ରାଜନୈତିକ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ଘଟି ଗୋଟିଏ ପରିବାରର ସମସ୍ତ ସଦସ୍ୟଙ୍କୁ ମରଣାନ୍ତକ ଆକ୍ରମଣ , ୬ ଆହତ

Sunil Chandra Nayak

ମେଗାଲିଫ୍ଟ କେନାଲ ରୁ ବିଭାଗୀୟ ଯନ୍ତ୍ରୀ ଙ୍କ ଶବ ଉଦ୍ଧାର, ପୋଲିସ ର ତଦନ୍ତ ଜାରି

masiha

ବର୍ତ୍ତମାନର ବଡ ଖବର , ପୋଲିସ୍ ବିଭାଗର ନିଶ ତଳୁ ଲୁଟି ନେଲେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ରୁ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା 

Sunil Chandra Nayak

Leave a Comment

error: Content is protected !!