ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ

 କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ଡାକଘର ତରଫରୁ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ଧର୍ମଗଡ଼ ଅଞ୍ଚଳ ଦେଶ ର ସହିଦ ମାନଙ୍କ ପାଇଁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଧର୍ମଗଡ଼ ଉପଖଣ୍ଡ ଡାକ ନିରୀକ୍ଷକ ଅନନ୍ତ ଚରଣ ସାହୁ ଙ୍କ ନେତୃତ୍ଵ ରେ ଏହି କାର୍ଯ୍ୟକ୍ରମ ରେ ଅଞ୍ଚଳ ବାସୀ ଯୋଗଦାନ କରିବା ସହ ମେଲ ଓଭରସିଅର ଗୌର ଚନ୍ଦ୍ର ମାଝୀ, ବଗାଡ ବ୍ରାଞ୍ଚ ଅଫିସର ଶରତ ଚନ୍ଦ୍ର ସାହୁ, ରହୁରା ହଳଦୀ ର ବ୍ରାଞ୍ଚ ଅଫିସର ଧ୍ରୁବ ଚରଣ ମେହେର, ବ୍ରାହ୍ମଣ ଚେଣ୍ଡିଆ ର ବ୍ରାଞ୍ଚ ଅଫିସର ପ୍ରକାଶ ଚନ୍ଦ୍ର ମୁଣ୍ଡ,ରାଜମୋଟର ର ବ୍ରାଞ୍ଚ ଅଫିସର ବୈକୁଣ୍ଠ ମେହେର,ଚିଲିପା ବ୍ରାଞ୍ଚ ଅଫିସର ଆଦିତ୍ୟ ରଞ୍ଜନ ସା ପ୍ରମୁଖ ଯୋଗଦାନ କରିଥିଲେ । ସମସ୍ତ ପୋଷ୍ଟ କର୍ମଚାରୀ ଏଥିରେ ସହଜୋଗ କରିଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଲେ ପଞ୍ଚାୟତ ପ୍ରତିନିଧି

masiha

କଟପାଡ ବିଧାୟକଙ୍କ ଅଣ୍ଟା ମଡା ଗୋଷ୍ଟି,, ଆଜି ପର୍ଯ୍ୟନ୍ତ ପହଞ୍ଚି ନାହାନ୍ତି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକ

masiha

ଡାକ୍ତର ମୀନାକ୍ଷିଙ୍କ ଚତୁର୍ଥ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ‘ସାମାଜିକ କର୍ମଦକ୍ଷତା ହିଁ ସାଧାରଣକୁ ଅସାଧାରଣର ମାନ୍ୟତା ଦିଏ’

masiha

Leave a Comment

error: Content is protected !!