ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପି ବାରଙ୍ଗ ପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ମୁକ୍ତି ତରଫରୁ ଗାନ୍ଧୀ ଜୟନ୍ତୀ ଅଵସର ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ପି ବାରଙ୍ଗ ପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ମୁକ୍ତି ତରଫରୁ ଗାନ୍ଧୀ ଜୟନ୍ତୀ ଅଵସର ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ତେନ୍ତୁଳିଖୁଣ୍ଟି  //୨/୧୦/୨୩ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପି ବାରଙ୍ଗ ପଦର ଉଛ ପ୍ରାଥମିକ ବିଦ୍ୟାଳୟ ଓ ମୁକ୍ତି ତରଫରୁ ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବିଦ୍ୟାଳୟ ରେ ପାଳନ କରାଯାଇଥିଲା। ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀ ଜୀ ଙ୍କ ଜୀବନୀ ତାଙ୍କ ଆଦର୍ଶ ତଥା ସେମାନଙ୍କ ଜୀବନୀ ରୁ ଛାତ୍ରଛାତ୍ରୀ ଜଣ ଶିଖିବା ଉଚିତ ଆଦି ସମ୍ପର୍କରେ ସାମାଜିକ କର୍ମୀ ମୁକ୍ତି ର ଅଧ୍ୟକ୍ଷ ଦେବେନ୍ଦ୍ର ଜଗନ୍ନାଥ ନାୟକ ବିସ୍ତୃତ ଆଲୋଚନା ଜରିଥିଲେ। କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସଞ୍ଜୟ ସୁନା ସଭାପତିତ୍ୱ କରିଥିଲେ। ସଭାକାର୍ଯ୍ୟ ପରେ ଦିବସ କୁ ମନେ ରଖିବା ତଥା ପରିବେଶ ପ୍ରତି ସାମାଜିକ ଦାୟିତ୍ୱ ପାଇଁ ସଚେତନତା ପାଇଁ ବିଦ୍ୟାଳୟ ପରିସର ରେ ବୃକ୍ଷ ରୋପଣ କରାଯାଇଥିଲା ଛାତ୍ରC ଛାାତ୍ରୀ ଓ ଶିକ୍ଷକ ଙ୍କ ଦ୍ଵାରା। ଜୟ ମହାନ୍ତି ,ଚକ୍ରଧର ଗୌଡ଼,ରାଜେନ୍ଦ୍ର ଟା କ୍ରୀ ପ୍ରମୁଖ ସହଯୋଗ କରିଥିଲେ।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ଦଶ ବର୍ଷ ହେଲା ନିଖୋଜ ବ୍ୟକ୍ତି ର ଦଶାହ କାର୍ଯ୍ୟ

Sunil Chandra Nayak

ବଗାଡ଼ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

କିସ୍ ଆବାସିକ ବିଦ୍ୟାଳୟ ଠାରେ ଓଡିଶା ଦିବସ ପାଳିତ 

masiha

Leave a Comment

error: Content is protected !!