ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମୁନିଗୁଡା ରେଞ୍ଜ ଠାରେ ବାଘ ଛାଲ ସହ ୨ ଦେଶି ବନ୍ଧୁକ ଜବତ, ଜଣେ ଗିରଫ 

ମୁନିଗୁଡା ରେଞ୍ଜ ଠାରେ ବାଘ ଛାଲ ସହ ୨ ଦେଶି ବନ୍ଧୁକ ଜବତ, ଜଣେ ଗିରଫ 

ମୁନିଗୁଡା ରେଞ୍ଜ ବଡକାନ୍ଦୁଲପଡା ଗ୍ରାା ନିକଟରୁ ଗୋଟିଏ କଲରାପତରିଆ ବାଘଛାଲ ସହ ୨ ଦେଶି ବନ୍ଧୁକ ଜବତ ଓ ଜଣେ ଗିରଫ l ବିଶେଷ ସୁତ୍ରରୁ ଖବରପାଇ ରାୟଗଡା ଜିଲ୍ଲା ମୁନିଗୁଡା ରେଞ୍ଜର ଙ୍କ ନେତୃତ୍ବ ରେ ବନ ବିଭାଗର ଏକ ଟିମ ମୁନିଗୁଡା ରେଞ୍ଜର ମୁନିଗୁଡା ଓ ଫୁଲବାଣୀ ସୀମାନ୍ତ କାନଦୁଲପଡା ଗାମରେ ଚଢାଉକରି ଏକ କଲରାପତ୍ରିଆ ବାଘର ଛାଲ ସହ ୨ଟି ଦେଶି ବନ୍ଧୁକ ଜବତ କରିଥିବା ବେଳେ ଜଣେ ଶିକାରିକୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଗିରଫ ଜଣକ କିତାନା ଆନ୍ଧିକିଆ । ଅନ୍ୟଜଣେ ସହଯୋଗି ସୁମନ୍ତ ସିକକା ଫେରାର ଥିବା ଜଣାପଡିଛି। ଏନେଇ ବନ ଭିଭାଗ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି l ଏସି ଏଫେ ସନ୍ଦିପ ପୃଷ୍ଟି ,ରେଞ୍ଜର ଅନିଲ କୁମାର ବଳ ,ଫରେଷ୍ଟମୁନିଗୁଡା ପ୍ରମେଦିନୀ ମାଣ୍ଡାଙ୍ଗୀ,ଜଗଦଲପୁୁ ସେକ୍ସନ ସୁବାସୀନୀ ମୁଲି ଫରେଷ୍ଟ ଗାର୍ଡ,ରନିଥ କୁମାର ମହାରଣା,ସୁରେଶ ପାତ୍ର ଫରେଷ୍ଟ ଆମ୍ବାଦଳ,ପି ଡଣୂସେନା ଫରେଷ୍ଟ ଗାର୍ଡ,ପିଙ୍କି ଭୁଆନ ଫରେଷ୍ଟ ଗାର୍ଡ,ସମିଷ୍ଟାବାଦଜେନା ଫରେଷ୍ଟ ଗାର୍ଡ,କସ୍ତୁରୀ ଡଣ୍ଡସେନା ,ଫରେଷ୍ଟ ଟିମି ମାନଙ୍କୁ ନେଇ ବାଘ ଛାଲ ସଫଳତାର ପାଇଛନ୍ତି।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମାମୁଁ ଘରେ ଭାଣିଜୀ ମୃତ;କାରଣ ଅସ୍ପଷ୍ଟ; ପୋଲିସର ତନାଘନା ଜାରି

masiha

ଗୌଡ଼ ଦେଓପାଲି ଡକାୟତି ମାମଲାରେ ଷଡ଼ଯନ୍ତ୍ର କାରୀ ସହ ୬ ଜଣ ଗିରଫ

Sunil Chandra Nayak

ଟୁରିଷ୍ଟ ପରମିଟ ରେ ଯାତ୍ରୀ ପରିବହନ , କଳାହାଣ୍ଡି ଏମଭିଆଇର ଚଢ଼ାଉ,ବେଆଇନ ଅଭିଯୋଗ ରେ ୫ ବସ ଅଟକ

Leave a Comment

error: Content is protected !!