ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଆନ୍ଧା ଫାଣ୍ଡି ଓ ପରଜଙ୍ଗ ଥାନା ନେତୃତ୍ବରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅଭିଯାନ ଆରମ୍ଭ

ସାଆନ୍ଧା ଫାଣ୍ଡି ଓ ପରଜଙ୍ଗ ଥାନା ନେତୃତ୍ବରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅଭିଯାନ ଆରମ୍ଭ

କାମାକ୍ଷାନଗର (ମନିସ )2/10/23 ,//ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ଅନ୍ତର୍ଗତ ସାଆନ୍ଧା ଫାଣ୍ଡି ଅନ୍ତର୍ଗତ କୁମୁସି ଛକ ଠାରେ , ସାଆନ୍ଧା ଫାଣ୍ଡି ଓ ପରଜଙ୍ଗ ଥାନା ନେତୃତ୍ବରେ ଆଜି ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅଭିଯାନ ଆରମ୍ଭ ହୋଇଯାଇଛି, ଲୋକ ମାନେ କେମିତି ମୃତ୍ୟୁ ମୁଖରୁ ବଞ୍ଚିତ ହୋଇପାରିବ ତାହା ଉପରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା, ବାଇକ୍ ଚାଳକଙ୍କୁ ବିନା ହେଲମେଟରେ ନ, ଚଲାଇବାକୁ ପରାମର୍ଶ ଦେଇଥିଲେ ପର୍ଜଙ୍ଗ ଥାନା କୁ ନୂତନ ଭାବେ ଆସିଥିବା D S P,Lorn Rout ray,ସାଆନ୍ଧା ଫାଣ୍ଡି ନେତୃତ୍ବରେ ଥିବା A S I, ଯୋଶେଫ ପଟ୍ଟନାୟକଙ୍କଦ୍ବାରା ବାଇକ୍ ଚାଳକଙ୍କୁ ଗୋଲାପ ଫୁଲ ଦେଇ ସ୍ବାଗତ କରାଯାଇଥିଲା, ଜୀବନ କେତେ ମୂଲ୍ୟବାନ ବାଇକ୍ ଚାଳକଙ୍କୁ ବୁଝା ସୁଝା କରିଥିଲେ D S P, Lorn Rout ray ବାଇକ୍ ଚାଳକଙ୍କୁ ବିନା ହେଲମେଟରେ ଗାଡ଼ି ନ, ଚଲେଇବା, ଗାଡ଼ି ଚାଳନା କରୁଥିବା ସମୟରେ ମୋବାଇଲ କଥା ବାର୍ତ୍ତା ନହେବା, ଗାଡ଼ି କୁ,ଦୃତଗତିରେ ନ ଚଲେଇବା ପାଇଁ ପରାମର୍ଶ ଦେଇଥିଲେ ସାଆନ୍ଧା ଫାଣ୍ଡି ଅଧିକାରୀ A S I ଯୋଶେଫ ପଟ୍ଟନାୟକ ଓ ଥାନା ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଦୋକାନ ପୋଡି ଲକ୍ଷ୍ୟ ଧିକ ସମ୍ପତି ନଷ୍ଟ

Sunil Chandra Nayak

ନବରଙ୍ଗପୁର ଠାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ 

masiha

ବ୍ଲକ ସ୍ତରୀୟ ବ୍ୟାଙ୍କରର୍ସ କମିଟି ବୈଠକ

Sunil Chandra Nayak

Leave a Comment

error: Content is protected !!