ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଇବର ସୁରକ୍ଷା ସଚେତନ ଅଭିଯାନ

ସାଇବର ସୁରକ୍ଷା ସଚେତନ ଅଭିଯାନ

 ବର୍ତ୍ତମାନ ର ଆଧୁନିକ ସଭ୍ୟତା ରେ ଲୋକମାନେ ନିଜର ସୁବିଧା ପାଇଁ ବିଭିନ୍ନ ପ୍ରକାରର ଡିଜିଟାଲ ଉପକରଣ ର ବ୍ୟବହାର କରୁଛନ୍ତି। ଆମେ ସମସ୍ତେ ପ୍ରତ୍ୟେକ ଟି ଜିନିଷ କିଭଳି ହାତ ପାଆନ୍ତା ରେ ମିଳିପାରିବ ସେଥିପାଇଁ ଆମେ ସମସ୍ତେ ଫେସବୁକ, ହ୍ବଆଟସ,ଇନଷ୍ଟୋଗ୍ରାମ, ଟ୍ୱିଟର, ଟେଲିଗ୍ରାମ, ପେଟିଏମ, ଆମାଜନ ପେ,ଫୋନ ପେ ଓ ଗୁଗୁଲ ପେ ଓ୍ବେବ୍ ସାଇଡ୍ ବ୍ୟବହାର କରିଥାଉ। ଏହି ସବୁ ଆପ୍ ଓ ଓ୍ବେବ୍ ସାଇଡ୍ ମାଧ୍ୟମରେ ସାଇବର ଠକ ମାନେ ଅତି ସହଜ ସାଧାରଣ ଲୋକଙ୍କୁ ଠକି କୋଟି କୋଟି ଟଙ୍କା ଲୁଟି ନେଇଛନ୍ତି।ବେଶୀ ପେଏଟିଏମ,ଫୋନ ପେ ଓ ଫେସବୁକ ରେ ଅଧିକାନ୍ତ ଲୋକ ଶିକାର ହୋଇସାରିଛନ୍ତି.l।

ଏହି ସବୁ ସାଇବର ଠକ ଙ୍କ କବଳରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ଗତ ୩୦ ତାରିଖ ଦିନ ଭୁବନେଶ୍ଵର ଠାରେ ସାଇବର ସଚେତନତା ଉକଟନିମନ୍ତେ ଏକ ଭ୍ରାମ୍ୟମାଣ ରଥର ଶୁଭାରମ୍ଭ କରିଥିଲେ। 

ଏହି ପରିପ୍ରେକ୍ଷୀରେ ଆଜି ବ୍ରହ୍ମପୁର ର ବିଭିନ୍ନ ସ୍ଥାନରେ ଏହି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି l ଆଗାମୀ ଦିନରେ ସବୁ ଜିଲ୍ଲାରେ ଏହା ଆରମ୍ଭ କରାଯିବା ର ସୂଚନା ମିଳିଛି।

ମସିହା ନିୟୂଜ୍ ସର୍ଭିସ୍ 

Related posts

ମା ମାଣିକେଶ୍ୱରୀ ବିଶ୍ଵବିଦ୍ୟାଳୟରେ ଏନ୍‍ ଏସ୍‍ ଏସ୍‍ ତରଫରୁ ରକ୍ତଦାନ ଶିବିର

masiha

ମୋଦି ସରକାର ଙ୍କ କୁଶାସନ ଓ ଜନବିରୋଧୀ ନୀତି ବିରୋଧରେ ୧୬ ଫେବୃୟାରୀ ଦେଶବ୍ୟାପୀ ଧର୍ମଘଟ ଓ ହରତାଳ କୁ ସଫଳ କରିବା ପାଇଁ ମିଳିତ ଟ୍ରେଡ୍ ୟୁନିୟନ ପକ୍ଷରୁ ମୋଟର ସାଇକେଲ ରାଲି , ଜନସାଧାରଣ ସାମିଲ ହେବାକୁ ଆହ୍ୱାନ

masiha

ଜନଜାତି ସୁରକ୍ଷା ମଞ୍ଚ ର ବୈଠକ ଓ ପଞ୍ଚାୟତ କମିଟି ଗଠନ 

masiha

Leave a Comment

error: Content is protected !!