ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଜର ବହୁମୂଲ୍ୟ ଅଙ୍ଗ ସହିତ ଶରୀର ଦାନ କରି ଶ୍ରୀମତୀ ଅନୀତା ନାୟକ ପ୍ରଶଂସାର ପାତ୍ର

ପବିତ୍ର ତୁଳସୀ ପୂଜନ ଦିବସ ପାଳିତ ଅବସରରେ ଭୁବନେଶ୍ବର ର ସାମାଜିକ ଅନୁଷ୍ଠାନ ଅମନ ହେଲ୍ପିଂ ହ୍ୟାଣ୍ଡସ୍ ସାମାଜିକ ଅନୁଷ୍ଠାନ ର ଅଧ୍ୟକ୍ଷା ଶ୍ରୀମତୀ ଅନୀତା ନାୟକ କଟକ ସମାଜ ଅଫିସ୍ ଲୋକ ସେବକ ମଣ୍ଡଳ ରେ ନିଜର ବହୁମୂଲ୍ୟ ଅଙ୍ଗ ସହିତ ଶରୀର ଦାନ କରିଛନ୍ତି ।। ମାଁ ବୃନ୍ଦାବତୀ ଏଭଳି ମହାନ୍ ବ୍ୟକ୍ତିତ୍ଵ ଙ୍କୁ ପଣତ କାନିରେ ଘୋଡ଼ାଇ ରଖିଥାନ୍ତୁ ।।

ଅନୀତା ତାଙ୍କ ହୃଦୟରୁ ଏଇ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଯେ । ଆମେ ଯଦି ସମସ୍ତେ ନିଜର ଅଙ୍ଗ ଦାନ କରିବା ତେବେ ମୃତ୍ୟୁ ପରେ ବି ଆମେ ଅମର ରହିବା ସହିତ ବହୁ ପରିବାର ଓଠରେ ହସ ଫୁଟେଇ ପରିବା । କାରଣ ମୋ ବାପା ଙ୍କ ମୃତ୍ୟୁ ଦୁଇଟି ଯାକ କିଡିନି ଖରାପ୍ ପାଇଁ ହୋଇଥିଲା ଆଉ ସେତେବେଳେ ଯଦି କିଡିନି ପ୍ରତି ରୋପଣ ହୋଇ ପାରିଥାନ୍ତା ତେବେ ମୋ ବାପା ହୁଏତ ଆଜି ଆମ ସହ ଥାନ୍ତେ ।। ଶ୍ରୀମତୀ ନାୟକ ଙ୍କ ଏଭଳି ବିଚାରଧାରା କୁ ସାଧାରଣରେ ପ୍ରଶଂସା କରାଯାଇଛି ।

ମସିହା ନିଉଜ ସର୍ଭିସ୍ 

Related posts

ସୁନାପୋଷି ଗ୍ରାମ୍ଯ ବିଲରେ ମଶାରି ମାଛ ଜାଲରୁ ୧୨ ଫୁଟିଆ ଵିଶାଳକାୟ ଅଜଗର ଉଦ୍ଧାର

Sunil Chandra Nayak

ଜନନେତା ଗଦାଧର ଗିରିଙ୍କ ୩୬ ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳିତ

Sunil Chandra Nayak

ଅବସର ଭବନରେ ବିଶ୍ଵ ବୟୋଜ୍ୟେଷ୍ଠ ଦିବସ ପାଳନ 

Sunil Chandra Nayak

Leave a Comment

error: Content is protected !!