ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଓଡିଶା ଷ୍ଟେଟ ଓପନ ସୁଟିଂ ଚମ୍ପିୟାନସିପ ୨୦୨୩ ରେ ଚମ୍ପିୟାନ ହେଲେ ଜୁନାଗଡ଼ ର ଅରବିନ୍ଦ ସାହୁ    

ଓଡିଶା ଷ୍ଟେଟ ଓପନ ସୁଟିଂ ଚମ୍ପିୟାନସିପ ୨୦୨୩ ରେ ଚମ୍ପିୟାନ ହେଲେ ଜୁନାଗଡ଼ ର ଅରବିନ୍ଦ ସାହୁ    

ଜୁନାଗଡ଼ ୦୮/୧୦ (ମନିସ) ଓଡିଶା ରାଇଫଳ ଆସୋସେସନ ତରଫରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ ଏବଂ ଉତ୍କଳ କରାଟେ ସ୍କୁଲ୍ ସୁଟିଂ ରେଞ୍ଜ ଠାରେ ଓଡିଶା ଷ୍ଟେଟ ଓପନ ସୁଟିଂ ଚାମ୍ପିଅନସିପ ସେପ୍ଟେମ୍ବର ୨୯ ରୁ ୨ ଅକଟୋବର ଚାରି ଦିନ ଧରି ଅନୁଷ୍ଠିତ ହୋଇଥିଲା l ଏହି ସୁଟିଂ ଚମ୍ପିୟାନସିପ ରେ କଳାହାଣ୍ଡି ଜ଼ିଲ୍ଲା ଜୁନାଗଡ଼ ସହର ର ଅରବିନ୍ଦ ସାହୁ ଅଂଶ ଗ୍ରହଣ କରି ଜିଲ୍ଲା ପାଇଁ ସୁନାମ ଅର୍ଜନ ଆଣିଛନ୍ତି l ଅରବିନ୍ଦ ସାହୁ ସିନିଅର ବର୍ଗ ପୁରୁଷ ବିଭାଗ ରେ ୧୦ ମିଟର ଏୟାର ରାଇଫଲ୍ ରେ ସ୍ଵର୍ଣ୍ଣ ପଦକ ଏବଂ ୫୦ ମିଟର .୨୨(ପଏଣ୍ଟଟୁଟୁ ) ରାଇଫଲ ସୁଟିଂ ରେ ରୌପ୍ୟ ପଦକ ହାସଲ କରିଛନ୍ତି l କଳାହାଣ୍ଡି ଜ଼ିଲ୍ଲା ଜୁନାଗଡ ରୁ ଅଂଶ ଗ୍ରହଣ କରି ରାଜ୍ୟ ସ୍ତର ରେ ସୁନାମ ଅlଣିଥିବାରୁ ଜ଼ିଲ୍ଲା ରେ ଖୁସି ର ଲହରୀ ଖେଳିବା ସହ ଜ଼ିଲ୍ଲା ର ବିଭିନ୍ନ ସଂଗଠନ ତରଫରୁ ଶ୍ରୀ ସାହୁ ଙ୍କୁ ଅଭିନନ୍ଦନ ର ସୁଅ ଛୁଟୁଛି l

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ମା ବାସୁଳୀ ୟୁଥ କ୍ଲବ ନୟାଗଡ ତରଫରୁ ପ୍ରଥମ ବାର୍ଷିକ କ୍ରିକେଟ ଟୁର୍ନାମେଣ୍ଟ ସଫଳ ଉଦଜାପିତ ହୋଇଯାଇଛି

Sunil Chandra Nayak

ନର୍ଲା କ୍ରିକେଟ କ୍ଳବ ତରଫରୁ ରାଜ୍ୟ ସ୍ତରୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ରେ ଟିଟିଲାଗଡ଼ ଟିମ ଫାଇନାଲ୍ ରେ ପ୍ରବେଶ

Sunil Chandra Nayak

ଯୁବ କ୍ରୀଡ଼ା ପ୍ରତିଭା ଅନ୍ୱେଷଣରେ ବିଶେଷ ସହାୟକ ହେବ ‘ନୂଆ-ଓ’ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!