ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାୟଗଡାରେ ବିଜେଡିର ବାଜିମାତ୍

ରାୟଗଡା:୨୬/୩- ମ.ନି.ସ:- ରାୟଗଡା ପୌରପରିଷ ନିର୍ବାଚନରେ ୨୪ଟି ଓ୍ବାର୍ଡ ମଧ୍ୟରୁ ବିଜେଡି ୨୧ ଟିରେ ବିଜୟୀ ହୋଇଥିବା ବେଳେ ପୌରାଧ୍ଯକ୍ଷ ଆସନ ମଧ୍ୟ ହାସଲ କରିଛି। ବିଜେଡି ପୌରାଧ୍ଯକ୍ଷ ପ୍ରାର୍ଥୀ ପି. ମହେଶ ପଟ୍ଟନାୟକ ୬ ହଜାରରୁ ଉର୍ଦ୍ଧ୍ବ ଭୋଟ ପାଇ ବିଜୟ ଲାଭ କରିଛନ୍ତି। ବିଜେଡି ପ୍ରାର୍ଥୀ ପି. ମହେଶ ପଟ୍ଟନାୟକ ବିଜୟ ଲାଭ କରିବା ଫଳରେ ବିଜେଡି ଶିବିରରେ ଆନନ୍ଦର ଲହରୀ ଖେଳିଯାଇଛି

ରାୟଗଡା ରୁ ଯୁଗଳ କିଶୋର ଜେନାଙ୍କ ରିପୋର୍ଟ

Related posts

ବିବେକ ଚୂଡାମଣି ଭାବାନୁବାଦ ପୁସ୍ତକର ଲୋକାର୍ପଣ

ଧାନ ଖଳାରେ ନିଆଁ ଲାଗି ଜଳିଗଲା ଧାନ ସହ ପାଲ ଗଦା

Sunil Chandra Nayak

ବିରଳ ଗ୍ରୁପର ରକ୍ତ ଯୋଗାଡ଼ କରି ଅସହାୟ ମହିଳାଙ୍କ ଜୀବନ ରକ୍ଷା କଲେ

Sunil Chandra Nayak

Leave a Comment

error: Content is protected !!