ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସାଲେଭଟା ଠାରେ ଭାଜପା ର ମିଶ୍ରଣ ପର୍ବ ଓ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ 

ସାଲେଭଟା ଠାରେ ଭାଜପା ର ମିଶ୍ରଣ ପର୍ବ ଓ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ 

ଚନ୍ଦାହାଣ୍ଡି (ଦିଲୀପ ଦାସ )–ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ବେହେରାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ସାଲେଭଟା l ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ମାଲଗାଁ ମଣ୍ଡଳ ସ୍ତରୀୟ ବୈଠକ, ମିଶ୍ରଣ ପର୍ବ ଓ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଜିଲ୍ଲା ସଭାପତି ଜଗଦିଶ ବିଶୋଇ ଙ୍କ ଅଧ୍ୟକ୍ଷ ତା ରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ଏମପି ବଳଭଦ୍ର ମାଝୀ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ପୂର୍ବତନ ଜିଲ୍ଲା ସଭାପତି ଗୋବିନ୍ଦ ଜୈନ, ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ବାସନ୍ତୀ ମାଝୀ, ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ଶ୍ୟାମ ସୁନ୍ଦର ମାଝୀ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ତଥା ବିଧାନସଭା ସଂଯୋଜକ ଚନ୍ଦ୍ରଭାନୁ ନାୟକ, ଜିଲ୍ଲା କାର୍ଯକାରିଣୀ ସଭ୍ୟ ଦିଲୀପ ଦାସ, ଅକାଳୁ ଜାଲି, ଜଗଦିଶ କଲାର , ନରସିଂହ ଭତ୍ରା, ପ୍ରତାପ ବାଘ, ଭରତ ବାଘ, ଯୁବ ମୋର୍ଚ୍ଚା ସଭାପତି ଭୋଦେବ ବାଘ, ବରିଷ୍ଠ ନେତା ମୋହନ ନାୟକ, ଦଶରଥ ଧୂରୁଆ, ଡମ୍ବରୁ ନାୟକ, କମଳୁ ମାଝୀ,ମହିଳା ମୋର୍ଚ୍ଚା ସଭାପତି ହେମଲତା ବାଘ, ଅlସମତି ବାଘ, କୃଷକ ମୋର୍ଚ୍ଚା ସଭାପତି ସୁକୃ ନାୟକ, ପ୍ରଭାତ ସୁନା, ଯାଦବ ବଗର୍ତି, ସୁରେଶ ପୋଡ଼, କାର୍ତିକ ନାୟକ, ଗମନ ଗଇତା, ଜୟରାମ ବାଘ, ଯୋଗେନ୍ଦ୍ର ଝରୀଆ ପ୍ରମୁଖ ଯୋଗ ଦେଇ ଦଳର କର୍ମୀ ମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିବା ସହିତ ଦଳ କିପରି ସୁଦୃଢ ସହ ପ୍ରତି ୱାର୍ଡ ସ୍ତରର ମଜବୁତ ହୋଇପାରିବ ସେନେଇ ଉପସ୍ଥିତ କାର୍ଯକର୍ତ୍ତା ଙ୍କୁ ବୁଝେଇଥିଲେ।କେନ୍ଦ୍ର ସରକାରଙ୍କ ବହୁମୁଖୀ ଯୋଜନା ସବୁ ଜନସାଧାରଣଙ୍କ ପାଖରେ ପହଂଚାଇବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।କେନ୍ଦ୍ର ସରକାରଙ୍କ ଯୋଜନା ସବୁକୁ ରାଜ୍ୟ ସରକାର ନିଜ ଯୋଜନା କହି ଜନସାଧାରଣ ମାନଙ୍କୁ ଯେଉଁ ଭୁଆଁ ବୁଲାଉଛନ୍ତି, ସେସବୁ ର ଫର୍ଦାଫାସ କରିବାକୁ ସମସ୍ତ କର୍ମୀମାନଙ୍କୁ ପ୍ରବର୍ତ୍ତାଇଥିଲେ।ଆଗାମୀ ନିର୍ବାଚନରେ ଯେପରି ବିପୁଳ ଭୋଟରେ ଭାଜପା ର ଲୋକସଭା ଓ ବିଧାନସଭା ପାର୍ଥୀ ବିଜୟ ହେବେ ସେଥିପାଇଁ ସମସ୍ତ କର୍ମୀ ନିଷ୍ଠାର ସହିତ କାମ କରିବାକୁ ଅନୁରୋଧ କରିଥିଲେ l କାର୍ଯ୍ୟକ୍ରମ ରେ ବିଜେଡି ଛାଡି ତିରିଶ ରୁ ଉର୍ଦ୍ଧ ମହିଳା ଓ ପୁରୁଷ କାର୍ଯକର୍ତ୍ତା ଭାଜପା ରେ ସାମିଲ ହୋଇଥିଲେ l ତାଙ୍କୁ ଉତ୍ତରୀୟ ଦେଇ ପୂର୍ବତନ ଏମପି ବଳଭଦ୍ର ମାଝୀ ଦଳ କୁ ସ୍ୱାଗତ କରିଥିଲେ l ଏହା ପରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ରେ ପ୍ରତେକ ଘରୁ ସଂଗ୍ରହ କରାଯାଇଥିବା ମାଟି କୁ ପୁର୍ଣ କଳସ ରେ ରଖାଯାଇ ଚନ୍ଦାହାଣ୍ଡି ସହର ପରିକ୍ରମା କରାଯାଇଥିଲା l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ବିଜେପି ର ମିଶ୍ରଣ ପର୍ବ ଅନୁଷ୍ଠିତ 

masiha

ରାଇରଙ୍ଗପୁରରେ ହଜାର ହଜାର ସମର୍ଥକଙ୍କ ସହ ଆସି ଦୁଇ ବିଜେପି ପ୍ରାର୍ଥୀ ଜଲେନ ବାର୍ଦା ଏବଂ ଭାଦଵ ହାଁସଦା ଙ୍କ ନାମାଙ୍କନ ପତ୍ର ଦାଖଲ

masiha

ଡାବୁଗାଁ ବ୍ଲକ କଂଗ୍ରେସ ତରଫରୁ ବ୍ଲକ କାର୍ଯ୍ୟ|ଳୟ ଘେରାଉ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort