ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାରୀଡି ପଞ୍ଚାୟତରେ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

ଗାରୀଡି ପଞ୍ଚାୟତରେ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

ବନ୍ଧୁଗାଁ ତା ୧୮/୧୦/୨୩ //  ଆଜି ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ଗାରିଡି ପଞ୍ଚାୟତରେ ଚଳିତ ବର୍ଷର ୭୫ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି । ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ମାତି ମାଣ୍ଡିଙ୍ଗ ଙ୍କ ଉପସ୍ଥିତିରେ ପଞ୍ଚାୟତର ବରିଷ୍ଟ କର୍ମୀ ଶ୍ରୀ ଗୋପିନାଥ ବିଡିକା, ବିଜେଡ଼ି ପଞ୍ଚାୟତ ସଭାପତି ଅନାମ ବିଡିକା, ବିଜେଡ଼ି ଜୋନ ୨ କୋଡ଼ିନେଟର ଦସମତି ପ୍ରାସ୍କା ,ବରିଷ୍ଟ ବିଜେଡ଼ି କର୍ମୀ ଗୁରୁନାଥ ନାଗ,ଓ ପୁର୍ବତନ ନାଏବ ସରପଞ୍ଚ ଉପସ୍ଥିତିରେ ଭତ୍ତା ଟଙ୍କା ବଣ୍ଟନ କରାଯାଇଛି ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ଶ୍ରୀ ବିବେକାନନ୍ଦ ବିଦ୍ୟାମନ୍ଦିର ବିବେକାନନ୍ଦ ଜୟନ୍ତୀ ଉତ୍ସବରେ ନରେନ୍ କବିତା ପାଠ ଓ ସମ୍ବର୍ଦ୍ଧିତ ପର୍ବ ପାଳିତ

masiha

ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟରେ କୁଳପତି ସମେତ ଖାଲି ପଡ଼ିଥିବା ଅଧ୍ୟାପକ, ପ୍ରଫେସର ଓ ଶିକ୍ଷା କର୍ମଚାରୀ ପଦବୀ ତୁରନ୍ତ ପୂରଣ କରିବା ଦାବିରେ ସରା ଓଡ଼ିଶା ଦାବି ଦିବସ ପାଳନ 

Sunil Chandra Nayak

ଵିଜାତଳା କୃଷି ସୂଚନା ଓ ଉପଦେଷ୍ଟା କେନ୍ଦ୍ର ପରିସରରେ ମାଣ୍ଡିଆ (ପୁଷ୍ଟି ଶସ୍ୟ) ର ଖାଦ୍ୟ ମେଳା ୨୦୨୩ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!