ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସନାତନ ଧର୍ମର ପୁନଃ ଉଦ୍ଧାର ପାଇଁ ଗୀତା ଗ୍ରନ୍ଥ ବଣ୍ଟନ 

ସନାତନ ଧର୍ମର ପୁନଃ ଉଦ୍ଧାର ପାଇଁ ଗୀତା ଗ୍ରନ୍ଥ ବଣ୍ଟନ 

ପୃଥିବୀର ପୁରାତନ ଧର୍ମ ହିନ୍ଦୁ ଧର୍ମ ବା ସନାତନ ଧର୍ମ, ଏହି କିଛି ବର୍ଷ ଧରି, ସନାତନୀ ଧର୍ମ ର ଚର୍ଚ୍ଚା ଦେଶ ରେ, ଦେଶରେ 100 କୋଟି ରୁ ଅଧିକ ସନାତନ ଧର୍ମର ଲକେ ବସବାସ କରୁଛନ୍ତି, କିନ୍ତୁ କୋଉଠି ନା କୋଉଠି ଅଭାବ ଦେଖିବାକୁ ମିଳୁଛି, କ୍ରିଷ୍ଟ ଧର୍ମର ପବିତ୍ର ଗ୍ରନ୍ଥ ବାଇବେଲ, ଦେଖିବାକୁ ଗଲେ ପ୍ରତେକ କ୍ରିଷ୍ଠା ଧର୍ମର ଲୋକଙ୍କ ଘରେ ବାଇବେଲ ଥାଏ, ସେହିପରି ଇସଲାମ ଧର୍ମର ପବିତ୍ର ଗ୍ରନ୍ଥ ଖରାନ, ପ୍ରତେକ ମୁସଲମାନ ମାନଙ୍କ ଘରେ ଖରାନ ଥାଏ, କିନ୍ତୁ ବିଡମ୍ବନା ଜେ (ହିନ୍ଦୁ ) ସନାତନୀଙ୍କ ଘରେ ହିନ୍ଦୁ ଙ୍କ ପବିତ୍ର ଗ୍ରନ୍ଥ ଗୀତା ଦେଖା ଯାଏନି | ଏହାକୁ ନଜର ରେ ରଖି ପଚାଶ ରୁ ଷାଠିଏ ସ୍ତ୍ରୀ, ପୁରୁଷ, ଛୋଟ ଛୋଟ ପିଲାମାନେ ରାୟଗଡା ଜିଲ୍ଲାର ଇନ୍ଦୁ ଜ୍ଞାନବେଦିକା ଶାଖା,ମଲ୍ଲିଗାଓଁ (ଗ୍ରାମ), କୋତପେଟା (ପୋ) ରାୟଗଡା ଜିଲ୍ଲା (ଓଡିଶା) ପକ୍ଷରୁ ପବିତ୍ର ଗ୍ରନ୍ଥ ଗୀତା ଘର ଘର କୁ ଯାଇ ଲୋକଙ୍କୁ ଓ ଅଞ୍ଚଳରେ ପ୍ରଚାର ପ୍ରସାର କରିବା ସହିତ ଧାର୍ମିକ ଗ୍ରନ୍ଥ ଓ ପୁରାଣ ଭଳି ବୋହି ବାଣ୍ଟୁ ଥିବା ଦେଖିବାକୁ ମେଳିଛି ଏଥିରେ ପ୍ରମୁଖ ରଘୁନାଥ ମାନସିଂ, ତେଜେଶ୍ୱନୀ ମାନସିଂ ଖୋର୍ଦ୍ଧା ର, ଓ ଏସ୍. ବିଶ୍ଵେଶ୍ୱର ରାଓ,ଇ. ଅଶୋକ କୁମାର,ଆର୍. ସନ୍ତୋଷ କୁମାର ଶର୍ମା, ଡି.ରବି (ପାରଲାଖେମୁଣ୍ଡି),ଏସ୍. ଗୌରିଶଙ୍କର ରାଓ ଅନେକଙ୍କ ଗୁରୁତ୍ୱପୂର୍ଣ୍ଣ ସହଯୋଗ ରେ ରାୟଗଡା ସହର ସାରା ବୁଲି ଏଭଳି ମହତ୍ୱ କାର୍ଯ୍ୟକ୍ରମ କରୁଥିବା ଦେଖିବାକୁ ମେଳିଛି |

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଓଡିଶା ସାହିତ୍ଯ ଏକାଡେମୀ ର ସଫଳ କାର୍ଯ୍ୟକ୍ରମ “ଆମ ଗାଁ ଆମ ସାହିତ୍ଯ”

Sunil Chandra Nayak

ଓଡ଼ିଶା ରାଜସ୍ୱ ଅମଲା ସଂଘର ଆନ୍ଦୋଳନ ନିଷ୍ପତ୍ତି:୧୧ ଅଗଷ୍ଟ ୨୦୨୫ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ କାର୍ଯ୍ୟ ବନ୍ଦ 

Sunil Chandra Nayak

ରାଇରଙ୍ଗପୁରରେ ବାମନଘାଟୀ ମହାସଭା ଆନୁକୁଲ୍ୟରେ ଫେବୃଆରୀ ୧୬,୧୭,୧୮ ତାରିଖ ବିଶ୍ଵଶାନ୍ତି ମହାଯଜ୍ଞ ନେଇ ପ୍ରସ୍ତୁତି ବୈଠକ

masiha

Leave a Comment

error: Content is protected !!