ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଆ ଙ୍କ ଧରାବତରଣ , ମ.ରାମପୁର ଚଳ ଚଞ୍ଚଳ

ମାଆ ଙ୍କ ଧରାବତରଣ , 

ମ.ରାମପୁର ଚଳ ଚଞ୍ଚଳ

ମ.ରାମପୁର,୨୩/୧୦(ମସୀହା):- ମାଆ ଙ୍କ ଧରାବତରଣ ପାଇଁ ଚଳ ଚଞ୍ଚଳ ହେଇଛି ମ,ରାମପୁର ଅଞ୍ଚଳ । ମ,ରାମପୁର ଦୁର୍ଗା ମଣ୍ଡପ ଠାରେ ଅନୁଷ୍ଠିତ ସାର୍ବଜନୀନ ଦୁର୍ଗା ପୂଜା ରେ ଦିନକୁ ଦିନ ଭକ୍ତ ଙ୍କ ଗହଳି ବଢ଼ିବାରେ ଲାଗିଛି। ଏହି ପୂଜା ରେ କର୍ତ୍ତା ଭାବରେ ସତ୍ୟଜିତ ଚାଟାର୍ଜୀ, ପୂଜକ ତ୍ରିଲୋଚନ ଦାଶ, ସହଯୋଗୀ ଅନ୍ତର୍ଯ୍ୟାମୀ ମିଶ୍ର,ମାନଭଞ୍ଜନ ଦାଶ ରହିଥିବା ବେଳେ ପୂଜା ମୁଖ୍ୟ ଯୁଗଳ କିଶୋର ପ୍ରହରାଜ ରହିଛନ୍ତି । ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କମିଟି ସଭାପତି ଚିରାଗ ସିଂହ ଦେଓ, ସମ୍ପାଦକ ପ୍ରକାଶ ତ୍ରିପାଠୀ, ସଦସ୍ୟ ପ୍ରଶାନ୍ତ ସାମନ୍ତରା, ପୁଷ୍ପେନ୍ଦ୍ର ସିଂହ ଦେଓ,ପ୍ରଦୀପ ତ୍ରିପାଠୀ, ଗୋବିନ୍ଦ ଶତପଥୀ, ଶିବା ବୈଠାରୁ, ଯଦୁମଣି ନାୟକ ,ରାହୁଲ ପଟ୍ଟନାୟକ ,ମଳୟ ତ୍ରିପାଠୀ ପ୍ରମୁଖ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହେଉଛି। ପ୍ରତହ୍ୟ ଏହି ମଣ୍ଡପ ଠାରେ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଢେଙ୍କାନାଳ ନିର୍ମାଣ ଶ୍ରମିକ ଜିଲ୍ଲା ସମ୍ମିଳନୀ

Sunil Chandra Nayak

କମଳାର୍ଜୁନ କଲେଜରେ ପରିମଳ ଅଭିଯାନ ଓ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଆଇନ ସଚେତନତା କାର୍ଯ୍ୟକ୍ରମ ବାଲ୍ୟ ବିବାହ ଏକ ସାମାଜିକ ବ୍ୟାଧି

Sunil Chandra Nayak

Leave a Comment

error: Content is protected !!