ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶାରଦୀୟ ଦୁର୍ଗାପୂଜା ଅଭିନନ୍ଦନ ଓ ଶୁଭେଚ୍ଛା

ଶାରଦୀୟ ଦୁର୍ଗାପୂଜା ଅଭିନନ୍ଦନ ଓ ଶୁଭେଚ୍ଛା

ଯୁଗେ ଯୁଗେ ସତ୍ୟ ଓ ଶାନ୍ତିର ପ୍ରତିଷ୍ଠା ପାଇଁ ବିଜୟର ପୁଲକରେ ବିଜୟିନୀ ମା ସିଂହ ବାହିନୀ, ଅନ୍ଯାୟ ଅନୀତିର ବିନାଶ କରି ଶାନ୍ତିର ଉଲ୍ଲାସ ବିଞ୍ଚି ଦିଅ, ମା ଦେବୀ ଦଶଭୁଜା ଭରିଦିଅ ସୁଖ ଆଉ ପିୟୁଷର ଅସରନ୍ତି ବାତ୍ସ୍ନା । ଏତିକି କାମନା ସହ ଖଇରା ବ୍ଲକ୍ ଅଧିନରେ ଥିବା ସମସ୍ତ ଗ୍ରାମ ପଞ୍ଚାୟତର ଗୁରୁଜନ, ଲଘୁଜନ ଭାଇ ଭଉଣୀ ତଥା ଛୋଟ ଛୋଟ ପିଲା ମାନଙ୍କୁ ଶାରଦୀୟ ଅଭିନନ୍ଦନ ଓ ଶୁଭେଚ୍ଛା ।।

ଅସିତ୍ କୁମାର ଜେନା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସମାଜସେବୀ , ଖଇରା ବ୍ଲକ, ବାଲେଶ୍ଵର

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପଟ୍ଟାମୁଣ୍ଡାଇ ବ୍ଲକର ଏମ ଏନ ହାଇସ୍କୁଲ ସମେତ ୩ଟି ହାଇସ୍କୁଲରେ ସାଂସଦ ଖେଳ ମହୋତ୍ସବ ଅନୁଷ୍ଠିତ

Sunil Chandra Nayak

ନିଖିଳ ଉତ୍କଳ କୈବର୍ତ୍ତ ସମାଜର ସାଧାରଣ ସଭା.

masiha

କୋକସରା ଆଦର୍ଶ ବିଦ୍ୟାଳୟ ସିବିଏସଇ ପ୍ଲସ ୨ ରେ ପ୍ରତୀକ୍ଷା ଦାସ ଓ ମାଟ୍ରିକରେ ତ୍ରିଲୋଚନ ନାଏକ ଟପ୍ପର

Leave a Comment

error: Content is protected !!