ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରାକଟର ଓଲଟି ଚାଳକ ର ମୃତ୍ୟୁ

ଟ୍ରାକଟର ଓଲଟି ଚାଳକ ର ମୃତ୍ୟୁ

କାମାକ୍ଷାନଗର (ମନିସ )28/10/23 // କାମାକ୍ଷାନଗର ଥାନା ଅନ୍ତର୍ଗତ ବାଇଶିଙ୍ଗା ଗ୍ରାମ ରେ ଏକ ଟ୍ରାକ୍ଟର ଓଲଟି ପଡିବାରୁ ଚାଳକର ମୃତ୍ୟୁ ହୋଇଛି l ଚାଳକ ଜଣକ ହେଲେ ସେହିଁ ଗ୍ରାମର ମହରଗା ସାହୁ l ମହରଗା ଆଜି ପୂର୍ବାହ୍ନରେ ସନ୍ନିକଟ ରାମିଆଳ ନଦୀକୂଳକୁ ଚାଷ କରିବାକୁ ଯାଉଥିଲେ l ଯିବା ବେଳେ ବିଲ ମାଳରେ ଭାରସାମ୍ୟ ହରାଇ ଟ୍ରାକଟର ଟି ଓଲଟି ପଡିଥିଲା l ଫଳରେ ଟ୍ରାକଟର ତଳେ ଚାପି ହୋଇ ଚାଳକ ମହରଗାଙ୍କର ମୃତ୍ୟୁ ହୋଇଛି l ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ ପରେ ବ୍ୟବଛେଦର ବ୍ୟବସ୍ଥା କରିଛି l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରାୟଗଡ଼ ରେ ଘର ଘର ତ୍ରିରଙ୍ଗା, ଘର ଘର ସ୍ଵଚ୍ଛତା ଯାତ୍ରା 

Sunil Chandra Nayak

ନନ୍ଦାହାଣ୍ଡି ବ୍ଲକରେ ଜିଲ୍ଲାପାଳଙ୍କ କ୍ଷେତ୍ର ପରିଦର୍ଶନ : ପ୍ରଶାସନିକ କାର୍ଯ୍ୟ, ଉନ୍ନୟନମୂଳକ ଯୋଜନା ଓ ଜନସେବା ପ୍ରଦାନର ସମୀକ୍ଷା 

ଗୋପବନ୍ଧୁ ପାଠାଗାରରେ ବିଶ୍ଵ ସ୍ବାସ୍ଥ୍ୟ ଦିବସ ଉତ୍କଳ ସ୍ନେହୀ ମହିଳା ସମିତି ଓ ଗୋପବନ୍ଧୁ ପାଠାଗାରର ଆନୁକୂଲ୍ୟରେ ବିଶ୍ଵ ସ୍ବାସ୍ଥ୍ୟ ଦିବସ ପାଳିତ

masiha

Leave a Comment

error: Content is protected !!