ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ସଚେତନତା ରାଲି ଅନୁଷ୍ଠିତ

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ସଚେତନତା ରାଲି ଅନୁଷ୍ଠିତ

ଢେଙ୍କାନାଳ (ମନିସ )1/11/23 // ସାରା ଦେଶରେ ଗତ 30ତାରିଖ ଠାରୁ ଆସନ୍ତା 5ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିରାକରଣ ସଚେତନତା ସପ୍ତାହ ପାଳନ କରାଯାଉଛି l ଏହି ଅବସରରେ ଆଜି ଛାତ୍ରଛାତ୍ରୀ ଓ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ଦ୍ୱାରା ଏକ ରାଲି କୁ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକ ଜିଲ୍ଲା କାର୍ଯ୍ୟାଳୟ ଠାରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି l ଏହି ରାଲି ସଚେତନତାର ବାର୍ତ୍ତା ପ୍ରଚାର କରି ବାଜି ଚୌକ ପର୍ଯ୍ୟନ୍ତ ଯାଇ ପୁଣି ଜିଲ୍ଲା କାର୍ଯ୍ୟାଳୟ କୁ ଫେରିଥିଲେ l ଯଦି କୌଣସି ସରକାରୀ କର୍ମଚାରୀ ଦୁର୍ନୀତି ରେ ଲିପ୍ତ ଥିବେ କିମ୍ବା ଲାଞ୍ଚ ନେଉଥିବେ ତେବେ ଟୋଲ ଫ୍ରି ନମ୍ବର 1064 କିମ୍ବା 06762-286695 ଏହି ନମ୍ବରରେ ଯୋଗାଯୋଗ କରି ଜଣାଇବେ l 

          ଏହି ରାଲି ଶୁଭାରମ୍ଭ ସମୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ )ଶ୍ରୀ ଲଳିତ ମୋହନ ବେହେରା, ସଦର ଉପଜିଲ୍ଲାପାଳ ଶ୍ରୀ ସପନ କୁମାର ନନ୍ଦ, ଭିଜିଲାନ୍ସ ଡି. ଏସ. ପି ଢେଙ୍କାନାଳ ଶ୍ରୀମତୀ ଅନସୂୟା ସେନାପତି, ଭିଜିଲାନ୍ସ ଇନସିପେକ୍ଟର, କଟକ ଶ୍ରୀ ସୌମ୍ୟକାନ୍ତ ପଣ୍ଡାଙ୍କ ସମେତ ବିଭାଗୀୟ ଅଧିକାରୀ ଓ ଭିଜିଲାନ୍ସ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ l

     ଏହି ଅବସରରେ ଗଣେଶ ବଜ଼ାର ଠାରେ “ଇଶୋ ” ଅନୁଷ୍ଠାନ ଦ୍ୱାରା ଦୁର୍ନୀତି ନିବାରଣ ସମ୍ପର୍କିତ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଛି l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ମା ତାରାତାରିଣୀ ଟେମ୍ପଲ ଟ୍ରଷ୍ଟ ର ପରିଚାଳନା କମିଟି ଗଠନ

masiha

କେସିଙ୍ଗା ରେ ଡ୍ରାଇଭର ମାନଙ୍କ ଷ୍ଟିୟରିଂ ଛାଡ ଆନ୍ଧୋଳନ

Sunil Chandra Nayak

ପୋଲିସ ଗାଡି ଧକ୍କାରେ ଆଦିବାସୀ ମହିଳାଙ୍କ ମୃତ୍ୟୁ ଘଟଣା , କଳାହାଣ୍ଡି ଏସ୍ ପି ଓ ପୋଲିସ ଡିଜିଙ୍କୁ ନୋଟିସ ଜାରି କଲେ ଏନ୍,ଏଚ୍,ଆର,ସି

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort