ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୁଆ ଭାରତ ବିକଶିତ ଭାରତ ସଚେତନତା ଶିବିର ଉଦଯାପିତ

ନୁଆ ଭାରତ ବିକଶିତ ଭାରତ ସଚେତନତା ଶିବିର ଉଦଯାପିତ

ସରକାରୀ ଯୋଜନା ବିଷୟରେ ଜାଣିବା ଦ୍ବାରା ହିତାଧିକାରୀ ପ୍ରତ୍ୟକ୍ଷ ଲାଭ ପାଇଥାଏ

ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ ଭବାନୀପାଟଣା ପକ୍ଷରୁ ଜିଲ୍ଲା ଅନ୍ତର୍ଗତ ବେହେରା ଗୋରୁ ବଜାର ପ୍ରାଙ୍ଗଣରେ ଦଣ୍ଡପାଟ ଯୁବ ସେବା ସଂଗଠନ ସହଯୋଗ ରେ ପିଏମ ବିଶ୍ବକର୍ମା ଯୋଜନା, ମିଶନ ଲାଇଫ୍, ନୂଆ ଭାରତ ବିକଶିତ ଭାରତ ଶୀର୍ଷକ ଦୁଇଦିନିଆ ସ୍ବତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଉଦଯାପିତ ହେଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ.ହୀମାଞ୍ଚଳ ମାଝୀ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ଯ ବକ୍ତା ତଥା ସାଧନ କର୍ମୀ ଭାବେ ଅଧ୍ୟାପକ ମୋହନ ଚରଣ ବିଶି ଯୋଗଦାନ କରି ସମବେତ ସମାବେଶକୁ ସରକାରଙ୍କ ପିଏମ ବିଶ୍ବକର୍ମା ଯୋଜନା,ମିଶନ ଲାଇଫ ଓ ନୂଆ ଭାରତ ବିକଶିତ ଭାରତ ଯୋଜନା ବିଷୟରେ ଅବଗତ କରାଇଥିଲେ। ସମ୍ମାନୀତ ଅତିଥି ଭାବେ ବେହେରା ସମିତି ସଭ୍ୟ କିଶୋର ଚନ୍ଦ୍ର ନାଗ, ବରିଷ୍ଠ ସାମ୍ବାଦିକ ବିରଞ୍ଚି ଜାଲ, ଦଣ୍ଡପାଟ ଉତ୍ପାଦକ ଗୋଷ୍ଠୀ ସଭାନେତ୍ରୀ ସୁଚିତ୍ରା ଗୋପାଳ, ଯୁବ ସଂଗଠକ ସଂଜୀବ ଠାକୁର, ତ୍ରିଲୋକ ନାଥ ସିଂ ପ୍ରମୂଖ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ସୁଫଳ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ଏହି କାର୍ଯ୍ୟକ୍ରମ ସହାୟକ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ବେହେରାରେ ଥିବା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ମିଶନ ଲାଇଫ୍ ଓ ସ୍ବଚ୍ଛ ଗ୍ରାମ ସମ୍ପର୍କିତ ଚିତ୍ରକଳା ପ୍ରତିଯୋଗିତା, ମହିଳା ମାନଙ୍କ ପାଇଁ ମ୍ୟୁଜିକ ଚେୟାର ପ୍ରତିଯୋଗିତା ଆୟୋଜନ କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ଦିଆଯାଇଥିଲା। ସଂପାଦକ ଶୁଶିଲ ଚନ୍ଦ୍ର ନାଗ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଇଶ୍ବର ବାଣୁଆ, ଭିକାରୀ ଗୋପାଳ ଫଟୋଚିତ୍ର ପ୍ରଦର୍ଶନୀ କ୍ଷେତ୍ର ଓ ପୁରସ୍କାର ବିତରଣୀ ପରିଚାଳନା କରିଥିଲେ। ସଂଗଠନ ସଦସ୍ୟ କ୍ଷୀରସିନ୍ଧୁ ବାଣୁଆ ମଞ୍ଚ ପରିଚାଳନା କରିଥିବା ବେଳେ ସଂପାଦକ ଭୁଜବଳ ନାଏକ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ। ଏହି ଅବସରରେ ଖଡିଆଳ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କିତ ସଚେତନତା ନାଟକ, ଲୋକଗୀତ ଓ ନ୍ରୁତ୍ୟ ପରିବେଷଣ କରାଯାଇଥିଲା। କ୍ଷେତ୍ର ପ୍ରଚାର ଅଧିକାରୀ ମହେନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ରୁପେଶ ନାଏକ, ରଙ୍ଗାଧର ନାଗ, ସାବିତ୍ରୀ ନାଏକ, ଚାନ୍ଦିନୀ ଭୋଇ, ସଂଗୀତା ବିଶି, ହେମଲତା ନାଗ, ଦୁଲ୍ଲଭି ହଂସ, ଝୁନି ସାହୁ, ହିମାଦ୍ରୀ ଖଣ୍ଡାଧାରୀ ପ୍ରମୂଖ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ନୟାଗଡ଼ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ଓଡ଼ିଆ ଭାଷା ସେମିନାର 

masiha

ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ତ୍ରିନାଥ ମାଝୀଙ୍କ ଯୋଗଦାନ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort