ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ମିଲେଟ ମିଶନ ତରଫରୁ ମାଣ୍ଡିଆ ସଚେତନତା ରଥ ଶୁଭାରମ୍ଭ

ଓଡିଶା ମିଲେଟ ମିଶନ ତରଫରୁ ମାଣ୍ଡିଆ ସଚେତନତା ରଥ ଶୁଭାରମ୍ଭ

ତେନ୍ତୁଳିଖୁଣ୍ଟି ୦୮/୧୧/୨୩ ,// ନବରଙ୍ଗପୁର ଜିଲା କୃଷି ଓ କୃଷକ ସଶସ୍ତୀକରଣ ବିଭାଗ ସୌଜନ୍ୟରେ ଓଡିଶା ମିଲେଟ ମିଶନ ତରଫରୁ ମାଣ୍ଡିଆ ସଚେତନତା ରଥର ଶୁଭାରମ୍ଭ ଆଜି କରାଯାଇଛି । ଏହି ରଥ ୪ ଦିନ ବ୍ଲକର ୧୫ଟି ଗ୍ରାମ ପଞ୍ଚାୟତରେ ଥିବା ସମସ୍ତ ଗ୍ରାମକୁ ଯାଇ ମାଣ୍ଡିଆ ଏବଂ ଏହାର ଉପାଦେୟତା ସମ୍ପର୍କରେ ବୁଝାଇ ମାଣ୍ଡିଆ ଚାଷ କରିବାକୁ ସଚେତନ କରିବ । 

ମାଣ୍ଡିଆ ରଥ କୁତେନ୍ତୁଳିଖୁଣ୍ଟି ତହସିଲ ଅଫିସ ପ୍ରାଙ୍ଗଣ ରୁ ତହସିଲଦାର ଅଶୋକ କୁମାର ମୁଦୁଲି ଶୁଭ ଉଦ୍ଘାଟନ କରିଥିଲେ | ଏହି ପରିପେକ୍ଷି ରେ ତେନ୍ତୁଳିଖୁଣ୍ଟି ବିଡ଼ିଓ ମନୋଜ କୁମାର ପାଣିଗ୍ରାହୀ ମଧ୍ୟ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସାହାଯ୍ୟ କରିଥିଲେ | 

ବ୍ଲକ କୃଷି ଅଧିକାରୀ କାର୍ଯ୍ୟାଳୟ ର କୃଷି ଓଭରସିୟର ମଧୁସ୍ମିତା ପତି, ଏଟି ଏମ ବାଳ ଗୋବିନ୍ଦ ସାହୁ ଓଡିଶା ମିଲେଟ ମିଶନ ର ବ୍ଲକ ସଂଯୋଜକ ନିଶାନ୍ତ କୁମାର ବିଷୋୟୀ ଏବଂ ଅବିନାଶ ପଣ୍ଡା, ଅଗ୍ରଗାମୀ ତରଫରୁ ପ୍ରକଳ୍ପ ସଂଯୋଜକ ଜଗନ୍ନାଥ ଜେନା, ତେନ୍ତୁଳିଖୁଣ୍ଟି ତହସିଲ ଅଫିସ ରୁ ବରିଷ୍ଠ କିରାଣି ଦୁର୍ଗାମାଧବ ପଣ୍ଡା ଆଦି ଯୋଗ ଦେଇଥିଲେ | ତହସିଲ ଅଫିସ ପାଖରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟଳୟ ର କୁନି କୁନି ଛାତ୍ର ଛାତ୍ରୀ ମାନେ ମଧ୍ୟ ଏହି ଇଭେଣ୍ଟ ରେ ଯୋଗଦେଇଥିଲେ |

ଚଳିତ ବର୍ଷ 496.2 ହେକ୍ଟର ଜମିରେ ମାଣ୍ଡିଆ ଏବଂ ଅନ୍ୟାନ୍ୟ କ୍ଷୁଦ୍ରଶସ୍ୟ ଚାଷ ଲକ୍ଷ୍ୟ ରଖାଯାଇଛି । ସଘନ ପଦ୍ଧତିରେ ଚାଷ କଲେ ହେକ୍ଟର ପିଛା ପ୍ରଥମ ବର୍ଷ ୧୦ ହଜାର, ଦ୍ୱିତୀୟ ବର୍ଷ ୭ ହଜାର ୫ଶହ, ତୃତୀୟ ବର୍ଷ ୫ ହଜାର, ଚତୁର୍ଥ ବର୍ଷ 3500 ଓ ପଞ୍ଚମ ବର୍ଷ ୨ ହଜାର ଟଙ୍କା ଦିଆଯାଉଛି ବୋଲି ସଚେତନ କରାଯିବ | ଆଗାମୀ ଦିନରେ କିପରି ବହୁଳ ଭାବରେ ବ୍ଲକ ର ଚାଷୀମାନେ ମାଣ୍ଡିଆ ଚାଷ କରିବେ ସେହି ଦିଗରେ ମଧ୍ୟ ସଚେତନତା ବାର୍ତ୍ତା ପ୍ରଦାନ କରାଯିବ |

ଏହି ପରିପେକ୍ଷି ର ଅଗ୍ରଗାମୀ ର CRP ଜୟ ପାତ୍ର, ଟଙ୍କଧର ଝଡ଼ିଆ, ଜଗନ୍ନାଥ ଦିଶାରୀ ଏବଂ କୃପାସିନ୍ଧୁ ଗୌଡ଼ ଉପସ୍ଥିତ ଥିଲେ। ମିଲେଟ ମିଶନ ର ଲକ୍ଷ୍ୟ ହାସଲ ପାଇଁ ସାମୂହିକ ଉଦ୍ୟମ ଆବଶ୍ୟକ ବୋଲି ତହସିଲଦାର ଶ୍ରୀ ଅଶୋକ କୁମାର ମୁଦୁଲି କହିଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଆଦର୍ଶ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ହୋଇଯାଇଛି

Sunil Chandra Nayak

ମୀନାବଜାର ମଉଡମଣୀ ଗଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନର ମାଟି ଅନୁକୂଳ

masiha

୯ ମ ଆଇଆରବି, ଜାରିଙ୍ଗ ଠାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort