ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୀର ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଏକ ଗୌରବ ଦିବସ – ବିଜେପି ଅନୁସୂିତ ଜନ ଜାତି ମୋର୍ଚ୍ଚା 

ବୀର ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଏକ ଗୌରବ ଦିବସ – ବିଜେପି ଅନୁସୂିତ ଜନ ଜାତି ମୋର୍ଚ୍ଚା 

 ରାଉରକେଲା /ଆଜି ରାଉରକେଲା ବିଜେପି ଜିଲ୍ଲା କାର୍ଯ୍ୟାଳୟ ରେ ବୀର ବିର୍ସାମୁଣ୍ଡାଙ୍କ ୧୪୮ ତମ ଜୟନ୍ତୀ କୁ ଗୌରବ ଦିବସ ରୂପେ ପାଳନ କରିବା ପାଇଁ ଜିଲ୍ଲା ଅନୁସୂଚୀତ ଜନଜାତି ମୋର୍ଚ୍ଚା ସଭାପତି ବାବୁଲି ମୂର୍ମୁଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ କୁ ରାଜ୍ୟ ସାଧାରଣ ସଂପାଦିକା ପୂର୍ଣ୍ଣିମା କେରକେଟା ଦୀପ ପ୍ରଜ୍ବଳନ କରିବା ସହିତ ଉପସ୍ଥିତ ସମସ୍ତ ଅତିଥି ବୃନ୍ଦ ଓ କର୍ମୀ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ରାଜ୍ୟ ସାଧାରଣ ସଂପାଦିକା ପୂର୍ଣିମା କେରକେଟା ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ରାଜ୍ୟ ମୁଖପାତ୍ର ଧୀରେନ ସେନାପତି, ରଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ନିହାର ରାୟ, ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଓ ଭଗବାନ ରାଉତ, ଜିଲ୍ଲା ଅନୁସୂଚୀତ ଜନଜାତି ମୋର୍ଚ୍ଚା ସାଧାରଣ ସମ୍ପାଦକ ଭୋଲାନଥ ମାଝୀ ଆଦି ନେତୃବୃନ୍ଦ ବୀର ବିର୍ସା ମୁଣ୍ଡାଙ୍କ ଜୀବନୀ ସହିତ ତାଙ୍କର ସଂଘର୍ଷମୟ ବିରତ୍ଵ ଏବଂ ଫିରିଙ୍ଗଙ୍କ ବିରୁଦ୍ଧରେ ସ୍ଵାଧୀନତା ସଂଗ୍ରାମ ପାଇଁ କିଭଳି ବୀରତ୍ୱର ସହିତ ଲଢେଇ କରି ମୃତ୍ୟୁ ବରଣ କରିଥିଲେ ତାହାର ସ୍ମୃତି ଚାରଣ କରିଥିଲେ। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ଆଦିବାସୀ ମହିଳାଙ୍କୁ ଦେଶର ସର୍ବୋଚ୍ଚ ରାଷ୍ଟ୍ରପତି ପଦରେ ଅଧିଷ୍ଠିତ କରି ଦେଶର ସୁନାମ ବଢାଇ ପାରିଛନ୍ତି ଏହା ଗୌରବର କଥା ବୋଲି ମତ ରଖିଥିଲେ। ସେ ସର୍ବଦା ସେମାନଙ୍କ ଉନ୍ନତି ପାଇଁ ଚେଷ୍ଟିତ। ଆଜିର ଏହି କାର୍ଯ୍ୟକ୍ରମରେ ମଙ୍ଗଳ ମୁଣ୍ଡା, ବିନ୍ଦୁ ମୁଣ୍ଡା, ଲକ୍ଷ୍ମଣ ମୁଣ୍ଡା, ରଘୁନାଥ, ନିତୋ ମୁଣ୍ଡା, କଜଳୁଣ୍ଡା, ପାର୍ବତୀ ସନ୍ଦିଲ, ରଶ୍ମୀ ନାଗ, କ୍ରୀଷ୍ଣା ମିଞ୍ଜ, ବିନୟ ତିର୍କୀ, ଶୁଖ ନାଥ ଲାକ୍ରା, ଏପ୍ରିଲ କଛପ, ଦୀପ୍ତି ଏକ୍କା, ସୁନୀଲ କେରକେଟା, ସାଲିକ ବରୁଆ, ଦକ୍ଷିଣ ଟୁଡୁ, ଶ୍ୟାମ ହାଂସଦା, କାହ୍ନୁ ଚରଣ ହେମ୍ବ୍ରମ, ସିଡଲାଲ ମୁର୍ମୁ, ମେଘରିଆ ମାରାଣ୍ଡି, ଜୀତୁ ନାୟକ, ପ୍ରକାଶ ମାହାଲି, ଅମିତ୍ ବାରିକ, ମଙ୍ଗଳ ମାହାଲି, ନୀତେଶ, ରାକେଶ, ଏଣ୍ଡରା, ସୋନୁ, ବିଙ୍କୋ, ରାଜା, କାହ୍ନା, ଅମିତ୍, ଅଙ୍କିତ, ବିକାଶ, ସଞ୍ଜୟ ଆଦି ବହୁ ଉପଷ୍ଟିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଗରିବଙ୍କ ବନ୍ଧୁ ଅର୍ଣ୍ଣାଡା ଶଙ୍କର ଦାସ

Sunil Chandra Nayak

ରାଇରଙ୍ଗପୁରରେ ଵୀରଚକ୍ର ସହୀଦ ନୁଦୂରାମ ସୋରେନଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି       

masiha

କୋକସରା ବ୍ଲକରେ ମୂଳ ନିବାସୀ ମିଳିତ ମହାସଂଘର ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort