ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଙ୍କ ତାଳୁକା ଆଇନ ସହାୟତା କେନ୍ଦ୍ର ତରଫରୁ ମହିଳା ହିଂସା ଏବଂ ଅଶ୍ଳୀଳ ଉପରେ କାର୍ଯ୍ୟକ୍ରମ ଅନୁଷ୍ଠିତ

ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଙ୍କ ତାଳୁକା ଆଇନ ସହାୟତା କେନ୍ଦ୍ର ତରଫରୁ ମହିଳା ହିଂସା ଏବଂ ଅଶ୍ଳୀଳ ଉପରେ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗୁଣୁପୁର ତାରିଖ 19.11.23 ଗୁଣୁପୁର ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ କାର୍ଯ୍ୟାଳୟ ତରଫରୁ ତାଳୁକ ଲିଗାଲ ସହାୟତା କେନ୍ଦ୍ର ତରଫରୁ ମହିଳା ହିଂସା ଏବଂ ଅଶ୍ଳୀଳ ଇଙ୍ଗିତ କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ସଦର ହସ୍ପିଟାଲ ପରିସର ରେ ଅନୁଷ୍ଠିତ ହୋଇ ଯାଇଛି।

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଶେଖ ମହମ୍ମଦ କ୍ୱାଇସି ଏବଂ ଅତିଥି ଭାବେ ସବ ଜର୍ଜ ସନ୍ତୋଷ କୁମାର ମହାପାତ୍ର ଏସ ଡି ଜେ ଏମ ଶାନ୍ତଶ୍ରୀ ମହାନ୍ତି ସାହାରା ପରିବାର ପରାମର୍ଶ କେନ୍ଦ୍ରର ସଚିବ ପ୍ରମୋଦ କୁମାର ସାହୁ ସଦର ହସ୍ପିଟାଲ ର ଡ଼କ୍ଟର ରମେଶ ସାହୁ ବାର ସଭାପତି ଉମା ପଟନାୟକ ଓକିଲ ରଣେଶ ଲିମା ଯୋଗ ଦେଇ ଏହି ଆଇନ ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସଦର ହସ୍ପିଟାଲ ର ବହୁ ଡାକ୍ତର ଙ୍କ ସହ ସମସ୍ତ କର୍ମଚାରୀ ଯୋଗ ଦେଇ ଥିଲେ । ଶେଷ ରେ ସଦର ହସ୍ପିଟାଲ ର ମ୍ୟାନେଜର ଜିତେନ୍ଦ୍ର ତ୍ରିପାଠୀ ଧନ୍ୟବାଦ ଦେଇ ଥିଲେ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଗୋଲାମୁଣ୍ଡା ବ୍ଲକ ରେ ଜଳ ଜୀଵନ ମିଶନ ଫେଲ  ମେଗା ପ୍ରୋଜେକ୍ଟ ରେ ଟଙ୍କା ପ୍ରବଳ ହେଲେ କାମ ଦୁର୍ବଳ  ଏପଟେ ନା ଚାଲୁଛି ବାସୁଧା, ନା ଶୋଷ ମେଣ୍ଟାଉଛି ମେଗା ପ୍ରୋଜେକ୍ଟ 

masiha

ବଡାମତଳିଆରେ ବାଇକ କୁ ପିଟି ଦୃତ ଗତିରେ ଆସି ପଳାଇଲା ଅଜଣା ଗାଡ଼ି; ସ୍ବାମୀ ଅଳ୍ପକେ ରକ୍ଷା ପାଇଲା ବେଳେ ପତ୍ନୀ ଓ ଛୁଆ ଗୁରୁତର

Sunil Chandra Nayak

ବିପଦ ସଙ୍କୁଳ ଅବସ୍ଥାରେ ଥୁଆମୂଳ ରାମପୁର ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ଯାଳୟ , ନୂତନ କୋଠା ନିର୍ମାଣ ପାଇଁ ଦାବି

Sunil Chandra Nayak

Leave a Comment

error: Content is protected !!