ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡା ଜିଲ୍ଲା ରେ ପୁଣି ଲାଗିଲା ଲାଲ ରଙ୍ଗ ର ମାଓ ବେନର  

ନୂଆପଡା ଜିଲ୍ଲା ରେ ପୁଣି ଲାଗିଲା ଲାଲ ରଙ୍ଗ ର ମାଓ ବେନର  

ନୂଆପଡା ସଦର ବ୍ଲକ ସାରାବଙ୍ଗ ପଂଚାୟତ ରେ ବିଭନ୍ନ ସ୍ଥାନ ରେ ମାଓବାଦୀ ମାନେ ଲାଲ ରଙ୍ଗ ର ବେନର ଲଗାଇ 23 ତମ ପିଏଲଜିଏ ସପ୍ତାହ କୁ ପାଳନ କରିବା ପାଇଁ ସମସ୍ତ ଜନ ସାଧାରଣ ଙ୍କୁ ଆହ୍ବାନ କରିଛନ୍ତି,ମାଓବାଦୀ ମାନେ ମାଓ ପୋଷ୍ଟର ରେ ପିଏଲଜିଏ ସପ୍ତାହ କୁ ଡିସେମ୍ବର ୮ ତାରିଖ ଯାଏ ପାଳନ କରିବା ସହ ବହୁ ସଂଖ୍ୟା ରେ ଯୁବକ ଯୁବତୀ ଅଂଶ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି . ବେନର ଲାଗିଥିଲା ସlରlବଙ୍ଗ ର ଶିବ ମନ୍ଦିର ନିକଟରେ ତାପରେ ଗାଁ ର ଶ୍ୟାମ ସୁନ୍ଦର ଯାଦବ ଙ୍କ କମ୍ପ୍ଲେସ ରେ କିଛି ଦୂରରେ ପୁଣି ଦୁଇଟି ଲାଗିଛି ।ଏମିତି ଚାରି ଚାରିଟି  ଲାଗିଛି ସlରlବଙ୍ଗ ପଞ୍ଚlୟତ ରେ ଏହା କୁ ଦେଖି ଗ୍ରାମବାସୀ ଙ୍କ ମନରେ ଭୟ ର ବାତାବରଣ ଖେଲିଯାଇଛି ।

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କାର୍ଯ୍ୟସୂଚୀ ଅନୁଯାୟୀ ବାରିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

masiha

ଓଡ଼ିଆ ପକ୍ଷ ପାଳନ ଅବସରରେ ମୁଖ୍ୟ ମନ୍ତ୍ରୀଙ୍କ ଦ୍ୱାରା ଛାତ୍ରୀ ପୁରସ୍କୃତ

Sunil Chandra Nayak

କଳାହାଣ୍ଡି :କଲମପୁର ବ୍ଲକ ନୂଆଗାଁ ଠାରେ ନାରୀ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!