ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓବିସି ମଞ୍ଚ ଓଡ଼ିଶାର ଜନଜାଗରଣ ରଥକୁ ସ୍ବାଗତ ନିମନ୍ତେ ଧର୍ମଗଡ଼ରେ ପ୍ରସ୍ତୁତି ବୈଠକ

ଓବିସି ମଞ୍ଚ ଓଡ଼ିଶାର ଜନଜାଗରଣ ରଥକୁ ସ୍ବାଗତ ନିମନ୍ତେ ଧର୍ମଗଡ଼ରେ ପ୍ରସ୍ତୁତି ବୈଠକ

ଆଜି ଧର୍ମଗଡ଼ ଠାରେ ଓବିସି ଜନଜାଗରଣ ରଥ କୁ ସ୍ଵାଗତ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଓବିସି ମଞ୍ଚର କଳାହାଣ୍ଡି ଜିଲ୍ଲା ସଂଯୋଜକ ଡାକେ ଲହଜଲ ଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକରେ ଓବିସି ରଥକୁ ସ୍ଵାଗତ ସମ୍ବର୍ଦ୍ଧନା କରିବା ପାଇଁ ବିଚାର ବିମର୍ଶ କରାଯାଇଥିଲା।

ଆଗାମୀ ୧୦ ତାରିଖରେ ଉକ୍ତ ରଥକୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରିବା ପାଇଁ ମତ ପ୍ରକାଶ ପାଇଥିଲା।କଳାହାଣ୍ଡି ଜିଲ୍ଲା ଯାଦବ ସମାଜ ପୂର୍ବତନ ସଭାପତି ଡମ୍ବରୁଧର ଲହଜଲ, ଧର୍ମଗଡ଼ ବ୍ଲକ ମାଳି ସମାଜ ସଭାପତି ଫକୀର ଚରଣ ନାଏକ, ପଟେଲ ସମାଜ ସମ୍ପାଦକ ସମ୍ପତି ପଟେଲ,ସୁନାରି ସମାଜ ଲବରାମ ସରାପ, ମହରା ସମାଜ ଚାରିଗଡ ସଭାପତି ରାମଦାସ ମେହେର, ଉଦିତ କୁମାର ନାଏକ ପ୍ରମୁଖ ଉକ୍ତ ବୈଠକରେ ଯୋଗ ଦେଇ ସୁଚିନ୍ତିତ ମତାମତ ପ୍ରଦାନ କରିଥଲେ।।ଧର୍ମଗଡ଼ ବ୍ଲକ ଓବିସି ମଞ୍ଚ ର ସଂଯୋଜକ ଭାବେ ନିରାକାର ଗୋପାଳ, ସହ ସଂଯୋଜକ ଓ ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ସଂଯୋଜକ ଭାବେ ସୌମ୍ୟରଞ୍ଜନ ନାଏକ ଙ୍କୁ ମନୋନୀତ କରାଯାଇଥିଲା। ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟକାରୀ ସଭାପତି ପ୍ରମୋଦ ହଂସ, ରତନ ନାଏକ, ଖଗେନ୍ଦ୍ର ନାଏକ ଅରକ୍ଷିତ ଭଇଁସାଲ,ଆକାଶ ପଟେଲ ଏହି ଅବସରରେ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଆଵାସ ଗୃହ ତାଲିକା ପ୍ରକାଶରେ ଅନିୟମିତତା ଅଭିଯୋଗ କରି ଜନ ପ୍ରତିନିଧିଙ୍କୁ ତାଲା ଦେଲେ ହିତାଧିକାରୀ

Sunil Chandra Nayak

ମେଗା ଜଳ ଯୋଗାଣ ପ୍ରକଳ୍ପ :ପାଣି ଯୋଗାଇବ କେବେ ଠିକଣା ନାହିଁ ଏପଟେ ପାଇପ ବିଛାଇବା ରେ ରାସ୍ତାଘାଟ ବେହାଲ କରି ଛାଡି ଦେଉଛି

Sunil Chandra Nayak

ରାଉରକେଲା ଓଡ଼ିଆ ଅଧ୍ୟାପକ-ଅଧ୍ଯାପିକା ସମ୍ମିଳନୀର ୩ୟ ଅଧିବେଶନ ଅନୁଷ୍ଠିତ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort