ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ଜାଗୃତି ଗୃହ ଠାରେ ଘରୋଇ ହିଂସା ନିରୋଧ ସଂକ୍ରାନ୍ତ କାର୍ଯ୍ୟକ୍ରମ

ଧର୍ମଗଡ଼ ଜାଗୃତି ଗୃହ ଠାରେ ଘରୋଇ ହିଂସା ନିରୋଧ ସଂକ୍ରାନ୍ତ କାର୍ଯ୍ୟକ୍ରମ

ମହିଳା ଓ ଶିଶୁ ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ହିଂସା ନିରୋଧ ଦିବସ ପରିପ୍ରେକ୍ଷୀରେ ଧର୍ମଗଡ଼ ସ୍ଥିତ ଜାଗୃତି ଗୃହ ସହଯୋଗରେ ଚାଲିଥିବା ୧୬ ଦିନିଆ ଅଭିଯାନ ‘ଘରୋଇ ହିଂସା ନିରୋଧ’ ସଂକ୍ରାନ୍ତୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ଏଥିରେ ବରିଷ୍ଠ ସାମ୍ୱାଦିକ ବିଦ୍ୟାଧର ସାହୁ ଯୋଗଦେଇ ସାଇବର କ୍ରାଇମ୍ ଓ ଅନ ଲାଇନ୍ ସେଫଟି ଉପରେ ଜାଗୃତି ଗୃହର ଅନ୍ତେବାସୀନି ମାନଙ୍କ ସହିତ ଆଲୋଚନା କରିଥଲେ। ଜାଗୃତି ଗୃହର ପରିଚାଳିକା ନିବେଦିତା ପ୍ରଧାନ, କର୍ମୀ ଅନୁସୁୟା ନାଏକ ଓ ଖଦୀ ଭଣ୍ଡାର ର ମ୍ୟାନେଜର ଦେବରାଜ ମହାନନ୍ଦ ଏହି ଅବସରରେ ଉପସ୍ଥିତ ଥିଲେ।ମହିଳା ହିଂସାକୁ ଦୂର କରିବା ପାଇଁ ସରକାରୀ ସ୍ତରରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଓ ଜନସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ଯ ଅନ୍ତେଃବାସୀ ନି ମାନଙ୍କୁ ଅବଗତ କରାଯାଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଦଲକି ଆଶ୍ରମ ବିଦ୍ୟାଳୟ ଠାରେ ପେରେଣ୍ଟସ ଏଜ ପାଟନର କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଜନଜାଗରଣ ମଞ୍ଚର ନୂତନ ପରିଚାଳନା କମିଟି ଗଠିତ

masiha

ଡାବୁଗାଁରେ ନୂତନ ବନାଞ୍ଚଳ ଅଧିକାରୀ ଙ୍କ ଯୋଗଦାନ 

Sunil Chandra Nayak

Leave a Comment

error: Content is protected !!