ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହୁମାଛି ଆକ୍ରମଣ ରେ ଦୁଇ ଗୁରୁତର

ମହୁମାଛି ଆକ୍ରମଣ ରେ ଦୁଇ ଗୁରୁତର

ବସ୍ତା,06/12 : ବସ୍ତା ଥାନା ଅନ୍ତର୍ଗତ କୁଳିଦା ପଞ୍ଚାୟତ ଅଧିନସ୍ଥ ଧୂଳିଉଡ଼ା ଗ୍ରାମରେ ଆଜି ମହୁମାଛି ଆକ୍ରମଣ ରେ ଦୁଇ ଗୁରୁତର ଆହତ ହୋଇଛନ୍ତି l ଗ୍ରାମର ରବୀନ୍ଦ୍ର ଜେନା ଓ ତାଙ୍କ ସ୍ତ୍ରୀ ସଭ୍ୟା ଜେନା ବିଲକୁ ଧାନ କାଟିବାକୁ ଯାଇଥିବା ବେଳେ ସେମାନଙ୍କୁ ମହୁମାଛି ଆକ୍ରମଣ କରିଥିଲା ଫଳରେ ସେମାନେ ଜୀବନ ବିକଳରେ ଦୌଡ଼ି ଦୌଡ଼ି ପୋଖରୀରେ ବୁଡ଼ିଯାଇଥିଲେ l ସେମାନଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରି ବସ୍ତା ଡାକ୍ତରଖାନାକୁ ପଠାଇଛନ୍ତି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ବାଲିପଡା ଦୁର୍ଗାପୂଜାର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ପ୍ରବଳ ବର୍ଷା ପରେ ପୁଣି କଳିଙ୍ଗା ଘାଟିରେ ଅଘଟଣ: ପଥର ଖସିବା ପରେ ନିର୍ମାଣ କାମ ବନ୍ଦ

Sunil Chandra Nayak

ପଦ୍ମବଜାର ମାଣ୍ଡବା ସାହିରେ ୨୭ତମ କାର୍ତିକେଶ୍ବର ପୂଜା ଉପଲକ୍ଷେ କଳସଯାତ୍ରା

Sunil Chandra Nayak

Leave a Comment

error: Content is protected !!