ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଧାନ ବିଲ ରେ ନିଂଆ ଲଗାଇଲେ ଅଜଣା ଦୁର୍ବୁର୍ତ୍ତ, ପ୍ରାୟ 10 ଏକର ଧାନ ଫସଲ ପୋଡି ପାଂଉଶ 

ଧାନ ବିଲ ରେ ନିଂଆ ଲଗାଇଲେ ଅଜଣା ଦୁର୍ବୁର୍ତ୍ତ, ପ୍ରାୟ 10 ଏକର ଧାନ ଫସଲ ପୋଡି ପାଂଉଶ 

ବସ୍ତା,17/12: ବାଲେଶ୍ବର ଜିଲ୍ଲା ଜଳେଶ୍ବର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିଂଲା ମୌଜା ଧାନ ବିଲ ରେ ନିଂଆ ଲଗାଇଲେ ଅଜଣା ଦୁର୍ବୁର୍ତ୍ତ, ପ୍ରାୟ 10 ଏକର ଧାନ ଫସଲ ପୋଡି ପାଂଉଶ ହୋଇଥିବା ଦେଖିବାକୁ ମିଳିଛି l ସୂଚନା ଅନୁଯାୟୀ ରବିବାର ଧାନବିଲ ରେ ହୁତୁହୁତୁ ହୋଇ ନିଂଆ ଜଳୁ ଥିବାର ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗ କୁ ଖବର ଦେବା ସହ ଧାନ କ୍ଷେତ ର ମାଲିକ ଙ୍କୁ ଖବର ଦେଇ ଥିଲେ, ତେବେ ଅଗ୍ନିଶମ ବିଭାଗ ପହଞ୍ଚିବା ବେଳକୁ ଧାନ ସବୁ ଜଳିପୋଡି ପାଂଉଶ ହୋଇ ଯାଇ ଥିଲା , ଏନେଇ ଧାନକ୍ଷେତ ର ମାଲିକ ଥାନା ରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣା ର ତଦନ୍ତ କରୁଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଗହୀର ମଥା ରେ ବୋଟ ଜବତ,13ମତ୍ସଜୀବି ଗିରଫ

masiha

ବେଆଇନ ଅସ୍ତ୍ରଶସ୍ତ୍ର କାରବାରରେ ରାଉରକେଲା ପୋଲିସ୍ ଦ୍ବାରା ଜଣେ ଅଭିଯୁକ୍ତ ଗିରଫ ସହ ୨ ପିସ୍ତଲ ଜବତ୍

ଗଞ୍ଜେଇ ଜବତ ଦୁଇ ଗିରଫ

Leave a Comment

error: Content is protected !!