ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ସଚେତନତା କାର୍ଯ୍ୟକ୍ରମ

ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ସଚେତନତା କାର୍ଯ୍ୟକ୍ରମ

ବସ୍ତା,21/12: ବାଲିଆପାଳ ବ୍ଳକ ଅନ୍ତର୍ଗତ ଦାଣ୍ଡିପଦା ସ୍ଥିତ ଯୁଧିଷ୍ଠିର ଉଚ୍ଚମାଧ୍ଯମିକ ବିଦ୍ୟାଳୟର ପକ୍ଷରୁ ସମନ୍ଵିତ ଯୁବ ବିକାଶ କାର୍ଯ୍ଯକ୍ରମ ମାଧ୍ୟମରେ ପ୍ରତିଦିନି ଅଞ୍ଚଳର ବିଭିନ୍ନ ଗ୍ରାମର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନିଶା ନିବାରଣ, ସ୍ଵଛତା, ପରିମଳ, ପ୍ଲାଷ୍ଟିକ ବର୍ଜନ କରିବା ପାଇଁ ପଥପ୍ରାନ୍ତ ନାଟକ ସମେତ ନାଚଗୀତ ଦ୍ଵାର ଲୋକଙ୍କୁ ସଚେତନ କରାଯାଇଛି। କଲେଜର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଅନୁଷ୍ଠିତଏହି କାର୍ଯ୍ୟକ୍ରମ ବାଲିଆପାଳ ବ୍ଳକର ନିମପଦା ଓ ସଦର ବ୍ଳକ ର ସାର୍ଥା ଏବଂ ବସ୍ତା ବ୍ଲକ ର ସାହାଡ଼ା ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଏଭଳି କାର୍ଯ୍ଯକ୍ରମ କୁ ଅଞ୍ଚଳବାସୀ ଭୁୟସୀ ପ୍ରଶଂସା କରିବା ସହ ଓଡ଼ିଶା ସରକାରଙ୍କ ଏଭଳି ଅଭିନବ ପ୍ରୟାସ ପାଂଇ ଧନ୍ଯବାଦ ଜଣାଇ ଥିଲେ, କାର୍ଯ୍ଯକ୍ରମ କୁ ପରିଚାଳନା ରେ କଲେଜ ର ଅଧ୍ଯକ୍ଷ ଅନନ୍ତ କୁମାର ପ୍ରଧାନ ଙ୍କ ସମେତ ସମସ୍ତ ଅଧ୍ୟାପକ , ଅଧ୍ୟାପିକା ଏବଂ ଛାତ୍ର ଛାତ୍ରୀ ମାନେ ସହଯୋଗ କରିଥିଲେ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ବାରିପଦା ତହସିଲ ଅଧିନସ୍ଥ ଆର.ଆଇ. -୧ ଏବଂ ଆର ଆଇ -୨ ର ନୂତନ କାର୍ଯ୍ୟାଳୟ ଗୃହ ଉଦଘାଟିତ

Sunil Chandra Nayak

ବିକାଶ ଆବାସିକ ବିଦ୍ୟାଳୟରେ ଗ୍ରାଣ୍ଡ ପେରେଣ୍ଟସ ଡେ ପାଳିତ

masiha

ସଂସ୍କାର ପବ୍ଲିକ୍ ସ୍କୁଲରେ ‘ଆଭାର’ କାର୍ଯ୍ୟକ୍ରମ ଅଧୀନରେ ଅଭିଭାବକ ସଚେତନତା ଶିବିର

Sunil Chandra Nayak

Leave a Comment

error: Content is protected !!