ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାମହିମ ଉପରାଷ୍ଟ୍ରପତି ଙ୍କ ପ୍ରତି ଅଶାଳୀନ ଇଙ୍ଗିତ ପ୍ରତିବାଦରେ କୁଶ ପୁତ୍ତଳିକା ଦାହ

ମହାମହିମ ଉପରାଷ୍ଟ୍ରପତି ଙ୍କ ପ୍ରତି ଅଶାଳୀନ ଇଙ୍ଗିତ ପ୍ରତିବାଦରେ କୁଶ ପୁତ୍ତଳିକା ଦାହ

 କେନ୍ଦ୍ରାପଡ଼ା ତା.21/12:ସଂସଦ ଭବନ ପରିସର ମଧ୍ୟରେ ମହାମହିମ ଉପରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ଓ ଆପତ୍ତି ଜନକ ଇଙ୍ଗିତ ସମଗ୍ର ଦେଶ ତଥା ସମ୍ବିଧାନ ପ୍ରତି ଅସମ୍ମାନ l ଏହି ଘୃଣ୍ୟ କାର୍ଯ୍ୟକୁ ଭାରତୀୟ ଜନତା ପାର୍ଟି କେନ୍ଦ୍ରାପଡ଼ା ତରଫରୁ ଦୃଢ଼ ନିନ୍ଦା କରାଯାଇ ଆଜି ଅପରାହ୍ନରେ ତିନିମୁହାଣୀ ଛକ ଠାରେ ସାଂସଦ କଲ୍ୟାଣ ବାନାର୍ଜୀ ଓ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି l ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ପରିଷଦ ସଭ୍ୟ ବୈଦ୍ୟନାଥ ଚାଟାର୍ଜୀ,ସୁନାକର ବେହେରା,ଉପିନ ରାଉତ,ଅଭିମନ୍ୟୁ ଗୋଛାୟତ, ଶଶାଙ୍କ ଶେଖର ସେଠୀ, କଳ୍ପନା ମଲ୍ଲିକ,ତେଜେଶ୍ୱର ପରିଡା,ବିକ୍ରମ କେଶରୀ ରାଉତରାୟ,ପ୍ରିୟଦର୍ଶନି ନନ୍ଦ, ଅଜୟ ବେହେରା, ସଂଜୟ ରଥ,ଦୁର୍ଗାପ୍ରସନ୍ନ ନାୟକ, ଶଶାଙ୍କ ଶେଖର ଓଝା,ପ୍ରଶାନ୍ତ ସେଠୀ, ଉମାକାନ୍ତ ନାୟକ, ଦୟାନିଧି ବଳ, ମଦନ ମୋହନ ବେହେରା, ପ୍ରଦୀପ ସେଠୀ, ବନ୍ଦନା ରାଣୀ ରାଉତରାୟ, ଝିଲି ଦାସ, ମନିଷା ପଣ୍ଡା, ପ୍ରମୋଦ ମହାନ୍ତି, ନାରାୟଣ ପ୍ରସାଦ ସିଂ,ନିହାର ରଞ୍ଜନ ମହାନ୍ତି,ବିଶ୍ୱକାନ୍ତ ନନ୍ଦ, ଶୋଭନ ଆଚାର୍ଯ୍ୟ, ନେହେରୁ ସାହୁ, ବିକ୍ରମ ରାଉତରାୟ, ରଶ୍ମି ରଂଜନ ରାଉତ, ଶ୍ରୀଧର ପ୍ରଧାନ, ଅନ୍ତର୍ଯ୍ୟାମୀ ମଲ୍ଲିକ, ପ୍ରମୁଖ ଉପସ୍ଥିତ ଥିଲେ।

କେନ୍ଦ୍ରାପଡ଼ା ରୁ ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିଉଜ

Related posts

ଆମ୍ବୁଲାନ୍ସ କୁ ଧକ୍କା ଦେଲା ତପସ୍ଵିନୀ ଏକ୍ସପ୍ରେସ ଟ୍ରେନ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

Sunil Chandra Nayak

ପ୍ରଣବ ପଟ୍ଟନାୟକଙ୍କ ସମେତ ମହମ୍ମଦ ରଫି ଓ ଲତାଙ୍କୁ ସଙ୍ଗୀତ ତରଙ୍ଗ ମ୍ୟୁଜିକ୍ କ୍ଲବର ସଙ୍ଗୀତମୟ ଶ୍ରଦ୍ଧାଞ୍ଜଳି

Sunil Chandra Nayak

୧- ଗୋଟିଏ ଦିନ ପରେ ଅବତରଣ କରିବେ ସ୍ଥାଇରୁ ଅସ୍ଥାଇ ମନ୍ଦିର କୁ ପୂଜା ପାଇବେ ନଅ ଦିନ , ୨- ବନ୍ଧୁଗାଁ ବ୍ଲକର ସମସ୍ତ ପଞ୍ଚାୟତ ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଛି 

Leave a Comment

error: Content is protected !!