ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ବାର କାଉନସିଲ ମେମ୍ବର ଙ୍କୁ ସ୍ୱାଗତ

ରାଜ୍ୟ ବାର କାଉନସିଲ ମେମ୍ବର ଙ୍କୁ ସ୍ୱାଗତ 

ରାଇଘର 22/12:-ସ୍ଥାନୀୟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ଠାରେ ରାଜ୍ୟ ବାର କାଉନସିଲ ମେମ୍ବର ପି ରମେଶ ପାତ୍ର ଙ୍କୁ ସ୍ୱାଗତ କରାଯାଇଥିଲା |ରାଇଘର ବାର ର ସଭାପତି କମଲ ବାଛଡ଼ ,ସମ୍ପାଦକ ଯତୀନ୍ଦ୍ର ନାଥ ଗଣ୍ଡ ,ବରିଷ୍ଟ ସଦସ୍ୟ ରାଜେନ୍ଦ୍ର ସାହୁ ,ହରେନ ଶିଙ୍ଗାର ,ପରିମଳ ମଣ୍ଡଳ ,କିରଣ ପଟନାୟକ ଓ ସମସ୍ତ ସଦସ୍ୟ ମିଶି ପ୍ରଥମେ ସ୍ୱାଗତ କରି ସାରି ତପନ କଲ୍ୟାଣ ମଣ୍ଡପ ଠାରେ ହେବାକୁ ଥିବା ସଭା ସ୍ଥଳ ରେ ପହଁଚି ଥିଲେ |ଉକ୍ତ ସଭାରେ ସଭାପତିତ୍ୱ ଶ୍ରୀ ବାଛଡ଼ କରିଥିବା ବେଳେ ମଞ୍ଚ ପରିଚାଳନା କିରଣ ପଟନାୟକ କରିଥିଲେ |ଅତିଥି ଭାବେ ଜୟପୁର ବାର କାଉନସିଲ ର ବରିଷ୍ଠ ଆଇନ ଯିବି ଦାଶରଥି ପଟନାୟକ ,ଉମରକୋଟ ବାର ର ସଭାପତି ପ୍ରଶାନ୍ତ କୁମାର ସାହୁ ,ବରିଷ୍ଠ ଆଇନ ଯିବି ସଦସ୍ୟ ଶ୍ରୀନିବାସ ପଟନାୟକ ପ୍ରମୁଖ ମଂଚାସୀନ ଥିଲେ |ଶ୍ରୀ ପତ୍ର ରାଇଘର ବାର ର ସମସ୍ତ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେଇ ଖୁବ ଶୀଘ୍ର ଏହା ଉପରେ ପଦକ୍ଷେପ ନିଆଯିବ ନେଇ କହିଥିଲେ |

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଗଞ୍ଜାମ ବ୍ଲକରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ୧୫୫ଟି ଅଭିଯୋଗର ଶୁଣାଣୀ 

Sunil Chandra Nayak

ପାଚିକା ସହାୟିକା ମଜଦୁର ସଂଘ ମ, ରାମପୁର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

ମ୍ଯୂନିସିପାଲ ମହାବିଦ୍ୟାଳୟରେ ମେଧାବୀ ଅଭିନନ୍ଦନ 

masiha

Leave a Comment

error: Content is protected !!