ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚଇତି ଓ ପଲ୍ଲିଶ୍ରୀ ମେଳା ୨୦୨୩ ଉଦ୍ଘାଟିତ, ରାୟଗଡ ଜିଲ୍ଲାର ବିକାଶ ଓ ବିକଶିତ ଜିଲ୍ଲା ଗଠନ ପାଇଁ ଅତିଥି ଗଣଙ୍କ ଆହ୍ବାନ

ଚଇତି ଓ ପଲ୍ଲିଶ୍ରୀ ମେଳା ୨୦୨୩ ଉଦ୍ଘାଟିତ, ରାୟଗଡ ଜିଲ୍ଲାର ବିକାଶ ଓ ବିକଶିତ ଜିଲ୍ଲା ଗଠନ ପାଇଁ ଅତିଥି ଗଣଙ୍କ ଆହ୍ବାନ

ରାୟଗଡ ଚଇତି ମସାଲ ଓ କଳସର ପୂଜାର୍ଚ୍ଚନା ପାଇଁ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ କର୍ତ୍ତା ଭାବେ ଯୋଗଦେଇଥିଲେ | ସ୍ଥାନୀୟ ମାଁ ମଝିଘରିଆଣୀ ମନ୍ଦିରରେ ସକଳ ପୂଜାର୍ଚ୍ଚନା ପରେ କଳସ ଓ ମଶାଲ ଯାତ୍ରା ଅପରାହାନ୍ନ ୩ ଘଟିକା ସମୟରେ ଆରମ୍ଭ ହୋଇଥିଲା | ମଶାଲକୁ ଅତିରିକ୍ତ ଜିଲ୍ଲାପାଳ ଧରିଥିବା ବେଳେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ଯକ୍ଷା ଅନୁସୂୟା ମାଝୀ ମୁଖ୍ଯ କଳସକୁ ମୁଣ୍ଡାଇଥିଲେ | ଏହି ଉତ୍ସବରେ ହଜାର ହଜାର ଲୋକଙ୍କ ଗହଣରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଭଉଣୀ ଶୁଭଦ୍ରାଙ୍କ ସାଙ୍ଗରେ ମାଁ ମଝୀଘରିଆଣୀଙ୍କୁ ଚଇତି ପଡିଆ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ଯାଳୟ ପଡିଆକୁ ପାଛୋଟି ଅଣାଯାଇ ପୂଜାର୍ଚ୍ଚନା ପରେ ୫ ଦିନ ବ୍ୟାପୀ ହେବାକୁଥିବା ଚଇତି ଓ ପଲ୍ଲିଶ୍ରୀ ମେଳାର ଶୁଭାରମ୍ଭ କରାଯାଇଛି । ଚଳିତ ବର୍ଷର ଚଇତି ୨୦୨୩ ଉଦଘାଟନ ଉତ୍ସବ ଆଡମ୍ବର ସହକାରରେ ପାଳନ କରାଯାଇଛି । ଜିଲ୍ଲାର କଳା, ସାହିତ୍ୟ ଓ ସଂସ୍କୃତିର ବର୍ଣ୍ଣାଢ଼୍ୟ ଉତ୍ସବ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଡ଼ିସେମ୍ବର ମାସ ୨୬ ତାରିଖରୁ ଆରମ୍ଭ ହୋଇ ୩୦ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ପଡ଼ିଆ ଠାରେ ଅନୁଷ୍ଠିତ ହେଉଛି । ୫ ଦିନ ବ୍ୟାପି ଏହି ସାଂସ୍କୃତିକ ଉତ୍ସବରେ ରାଜ୍ୟ ସ୍ତରର ଲୋକ ନୃତ୍ୟ, ଲୋକ କଳା ତଥା ଲୋକ ସଂଗୀତ ସମେତ ଜାତୀୟ ସ୍ତରରେ ବହୁ କଳାକାର ଓ ଶିଳ୍ପୀ ନିଜନିଜର କଳାନୈପୁଣ୍ୟ ପ୍ରଦର୍ଶନ କରିଥିଲେ। ଆୟୋଜିତ କାର୍ଯ୍ଯକ୍ରମରେ ପୌରହିତ୍ଯ କରିଥିଲେ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମତୀ ସ୍ବଧାଦେବ ସିଂ | ପ୍ରଥମ ରଜନୀର ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଅନୁସୂଚିତ ଜନଜାତି, ଜାତି, ସଂଖ୍ୟା ଲଘୁ, ପଛୁଆବର୍ଗ ବିକାଶ ଏବଂ ଆଇନ ମନ୍ତ୍ରୀ, ଓଡ଼ିଶା ସରକାର ଶ୍ରୀ ଜଗନ୍ନାଥ ସାରକା ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ କୋରାପୁଟ ଲୋକସଭା ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଶଙ୍କର ଉଲ୍ଲାକା, ଉପଦେଷ୍ଠା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଓଡିଶା ସରକାର ଶ୍ରୀଯୁକ୍ତ ପ୍ରଦୀପ କୁମାର ମାଝୀ, ମାନ୍ଯବର ବିଧାୟକ ରାୟଗଡ ମକରନ୍ଦ ମୁଦୁଲି, ମାନ୍ଯବର ବିଧାୟକ ଗୁଣୁପୁର ଶ୍ରୀଯୁକ୍ତ ରଘୁମାଥ ଗମାଙ୍କ, ଅଧ୍ଯକ୍ଷା ସ୍ବତନ୍ତ୍ର ଉନ୍ନୟନ ପରିଷଦ, ରାୟଗଡ ଶ୍ରୀମତୀ ଅନୁସୂୟା ମାଝୀ, ଉପଦେଷ୍ଠା ବିଜୁ ସ୍ବାସ୍ଥ୍ଯ କଲ୍ଯାଣ ଯୋଜନା, ଓଡିଶା ସରକାର ସୁଧିର କୁମାର ଦାସ, ଉପଦେଷ୍ଠା ପଛୁଆ ଜାତି ବିକାଶ, ଓଡିଶା ସରକାର, ଅଧ୍ଯକ୍ଷା ଜିଲ୍ଲାପରିଷଦ, ରାୟଗଡ ସୁଶ୍ରୀ ସରସ୍ବତୀ ମାଝୀ, ଅଧ୍ଯକ୍ଷ, ରାୟଗଡ ପୌରପରିଷଦ ଶ୍ରୀ ପି.ମହେଶ ପଟ୍ଟନାୟକ, ଅଧ୍ଯକ୍ଷା, ରାୟଗଡ ପଂଚାୟତ ସମିତି ସୁଶ୍ରୀ ଟୁନି ହୁଇକା, ଅଧ୍ଯକ୍ଷ, କାଶୀପୁର ପଂଚାୟତ ସମିତି, ଶ୍ରୀ କଣ୍ଠ ମାଝୀ, ଅଧ୍ଯକ୍ଷା, ପଦ୍ମପୁର ପଂଚାୟତ ସମିତି ଶ୍ରୀମତୀ ମଣିମାଳା ଶବର ଏବଂ ଅଧ୍ଯକ୍ଷା, ବିଷମ କଟକ ପଂଚାୟତ ସମିତି ଯୋଶୋଦା ହୁଇକା ପ୍ରମୁଖ ଯୋଗଦେଇ ମଂଚାସୀନ ହୋଇ ନିଜନିଜ ବକ୍ତବ୍ଯ ରଖିଥିଲେ | ଆୟୋଜିତ ସଭାକୁ ପରିଚାଳନା କରୁଥିଲେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ଏବଂ ତାଙ୍କୁ ସହଯୋଗ କରୁଥିଲେ ଜିଲ୍ଲା ପ୍ରଶାସନର ବହୁ କର୍ମଚାରୀ | ଶେଷରେ ଜିଲ୍ଲାପାଳ ତଥା ଅଧ୍ଯକ୍ଷା ଜିଲ୍ଲା ସଂସ୍କୃତି ପରିଷଦ, ରାୟଗଡ ଶ୍ରୀମତୀ ସ୍ବଧାଦେବ ସିଂ ସମସ୍ତ ଅତିଥିଙ୍କୁ ଓପଢୌକନ ଓ ଗୁରୁତ୍ବ ପୂର୍ଣ୍ଣ ଉପହାର ଦେଇ ସମ୍ବୋର୍ଦ୍ଧିତ କରିଥିଲେ | ସଭାପରେ ବିଭିନ୍ନ ସ୍ଥାନରୁ ଆସିଥିବା କଳାକାର ମାନେ ସେମାନଙ୍କ କଳା ପ୍ରଦର୍ଶନ କରିଥିଲେ |

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଜ୍ୟ ସଂଘ ର ଡାକରା କ୍ରମେ ୧୩ ଦଫା ଦାବି ନେଇ କୋରାପୁଟ ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସା ଡାକ୍ତର ମାନଙ୍କ ସାମୁହିକ ଇସ୍ତଫା , ଇସ୍ତଫା ପତ୍ର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କୁ ଦେଲେ

ଘୋଟିଆ ବ୍ରିଜ ଠାରେ ଗାଈ ଜଗୁଆଳି ଓ ବାଇକ ଙ୍କ ମଧ୍ୟରେ ଦୁର୍ଘଟଣା

Sunil Chandra Nayak

ଓଡିଶା ଆଦର୍ଶ ବିଦ୍ୟାଳୟ କର୍ମଚାରୀ ସଂଘ, ଢେଙ୍କାନାଳ ଶାଖାର ଦ୍ବିତୀୟ ସାଧାରଣ ସଭା

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort