ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମ ପରାୟଣ ମହିଳାଙ୍କ ଦେହାନ୍ତ 

ଧର୍ମ ପରାୟଣ ମହିଳାଙ୍କ ଦେହାନ୍ତ 

ମୟୂରଭଞ୍ଜ – ( ମସିହା) ରାଇରଙ୍ଗପୁର ବ୍ଳକର ଭାଲୁଵସା ପଞ୍ଚାୟତର ଧର୍ମ ପରାୟଣ ମହିଳାଙ୍କ ନାଗଭଣ ଗ୍ରାମର ଧଳାଡିହି ସାହିର ଧର୍ମପରାୟଣ ମହିଳା ଲକ୍ଷ୍ମିମଣୀ ମହାନ୍ତ (୬୫)ଙ୍କର ରାଇରଙ୍ଗପୁର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି। ସେ ଜଣେ ଅମାୟିକ,ମେଳାପି, ମିଷ୍ଟଭାଷୀ ମହିଳା ଥିଲେ । ବିଭିନ୍ନ ଧାର୍ମିକ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ । ତାଙ୍କ ମୃତ୍ୟୁରରେ ଗାଁ ରେ ଶୋକରେ ଛାୟା ଖେଳିଯାଇଛି । ତାଙ୍କର ଶୁଭେଛୁ,ଆତ୍ମୀୟ, ବିଭିନ୍ନ ସଂଗଠନର ସଦସ୍ୟ ମାନେ ତାଙ୍କ ବାସ ଭବନକୁ ଯାଇ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଡାକ ମଣ୍ଡଳ ପକ୍ଷରୁ ଗ୍ରାମୀଣ ଡାକ ମେଳା ଅନୁଷ୍ଠିତ

Sunil Chandra Nayak

ବାବା ସାହେବ ଆମ୍ବେଦକର ଜାଗୃତି ମଞ୍ଚ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

masiha

ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ଆୟୋଜିତ  

masiha

Leave a Comment

error: Content is protected !!