ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଆଇଇଟି ବିଶ୍ବବିଦ୍ୟାଳୟରେ କଳାହାଣ୍ଡି ର ଯୁବନେତା ସମ୍ମାନିତ

ଭବାନୀ ପାଟଣା :୦୯/୦୧- (ମ.ନି.ସ):- ରାୟଗଡା ଜିଲ୍ଲା ଗୁଣୁପୁର ସ୍ଥିତ ଜିଆଇଇଟି ବିଶ୍ବବିଦ୍ୟାଳୟ ର ଉଡ୍ଡ।ନ ଫେଷ୍ଟ ଏସ୍ଏମ୍ ଏସ୍ ୨୦୨୩ ର ସମ୍ମାନିତ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ର ଯୁବନେତା ନିଲ ସିଂହଦେଓ ଯୋଗଦାନ କରି ତାଙ୍କର ଗବେଷଣା ମୂଳକ ନିବନ୍ଧ ବ୍ଯକ୍ତବ୍ଯ  ମାଧ୍ୟମ ରେ ଉପସ୍ଥାନ କରିଥିଲେ  । ଏହି ପରିପ୍ରେକ୍ଷି ରେ ତାଙ୍କୁ ଉକ୍ତ ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ ସ୍କୁଲ ଏବଂ ମେନେଜ୍ମମେଣ୍ଟ ଷ୍ଟୁଡିସ୍ ତରଫରୁ ଉଦୟମାନ ଯୁବନେତା ଉଡ୍ଡ।ନ ଆଓ୍ବାର୍ଡ (UDAAN Award) ୨୦୨୩ ଆଓ୍ବାର୍ଡ ରେ ସମ୍ମାନିତ କରାଯାଇଥିଲା । ଏହାକୁ ନେଇ କଳାହାଣ୍ଡି ଜିଲ୍ଲା ରେ ଆନନ୍ଦର ଲହରୀ ଖେଳିଯାଇଛି। ଏହା ଭବିଷ୍ୟତ ରେ ଯୁବପିଢ଼ି ଙ୍କୁ ଉତ୍ସାହ ସୃଷ୍ଟି କରିବାରେ ସହାୟକ ହେବ ବୋଲି ଆଶା କରାଯାଉଥିବା ଜଣାପଡିଛି।

କିଶନ ଶର୍ମା, ଭବାନୀ ପାଟଣା 

Related posts

ଟ୍ରକ ଚାପରେ ବାଇକ ଚାଳକର ମୃତ୍ୟୁ

Sunil Chandra Nayak

ଜିଲ୍ଲା ମୁଖ୍ୟାଳୟ କୁ ଦେଲେ ବ୍ଲକ୍ କୁ କପଟ କଲେ,ନବରଙ୍ଗପୁର ଧର୍ମ ଅନୁଷ୍ଠାନ କୁ ୫ଟି ଙ୍କ ଅନୁଦାନ

Sunil Chandra Nayak

ଉତ୍କଳ ସମ୍ମିଳନୀ ରରାଜ୍ୟ କାର୍ଯ୍ୟକାରିଣୀ ବାର୍ଷିକ ଉତ୍ସବ ଓ ସମାରୋହ ପାଳିତ

masiha

Leave a Comment

error: Content is protected !!