ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ବିବିଧ

ମାଆ ବୁଢ଼ୀ ଜାଗୁଳେଇ ୟୁଥ କ୍ଲବ ର 17ତମ ବାର୍ଷିକ କ୍ରିକେଟ ଟୁନାମେଣ୍ଟର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ

ମାଆ ବୁଢ଼ୀ ଜାଗୁଳେଇ ୟୁଥ କ୍ଲବ ର 17ତମ ବାର୍ଷିକ କ୍ରିକେଟ ଟୁନାମେଣ୍ଟର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ.

କେନ୍ଦ୍ରାପଡ଼ା :-ପଟ୍ଟାମୁଣ୍ଡାଇ ବ୍ଲକଅନ୍ତର୍ଗତ ବିଲିକଣା ଗ୍ରାମ ପଞ୍ଚାୟତ ର ବିଲିକଣା ପଞ୍ଚାୟତ ପଡିଆ ଠାରେ ମା ବୁଢୀ ଜାଗୁଲେଇ ୟୁଥ୍ କ୍ଳବ୍ ଆନୁକୁଲ୍ୟରେ ୧୭ତମ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଛି, ଏହି ଉଦଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ପ୍ରତିହାରୀ ଓ ସମ୍ମାନିତ ଅତିଥି ଭାବେ ବିଲିକଣା ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଶଶିଭୂଷଣ ଷଢଙ୍ଗୀ ଓ ଅନ୍ୟାନ୍ୟ ନେତୃବୃନ୍ଦଙ୍କ ସହିତ ଯୋଗ ଦେଇ ନାଲି ଫିତା କାଟି ଉଦଘାଟନ କରି ଥିଲେ ଓ ଦୁଇ ଦଳର ଖେଳାଳୀ ଓ ଆୟୋଜକକୁ ଉତ୍ସାହିତ କରି ଥିଲେ ଏହି କାର୍ଯ୍ୟକ୍ରମ କୁ ମାଆ ବୁଢ଼ୀ ଜାଗୁଳେଇ ୟୁଥ କ୍ଲବ ର ପିଲାମାନେ ପରିଚାଳନା କରିଥିଲେ,।

କେନ୍ଦ୍ରାପଡ଼ା ରୁ ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ଦେଶରେ ପ୍ରଥମ, ଛୁଆ ଜନ୍ମ ଦେଲେ ଗର୍ଭବତୀ ପୁରୁଷ.. କେରଳର ଜଣେ ପୁରୁଷ ୮ ମାସର ଗର୍ଭଧାରଣ କରିଥିଲେ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା // ସ୍ଵପ୍ନର କବିତା

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା l l ବୟସ ଯାଇଛି ହଜି

Sunil Chandra Nayak

Leave a Comment

error: Content is protected !!