ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଲାଙ୍ଗୀର ପୁଲିସକୁ ୪ ସାହସିକତା ପଦକ 

ବଲାଙ୍ଗୀର ପୁଲିସକୁ ୪ ସାହସିକତା ପଦକ 

ଜଣେ ଏସଆଇ ଦୁଇ କନେଷ୍ଟବଳଙ୍କୁ ସାହସିକତା ଓ ହାବିଲଦାରଙ୍କୁ ପୁଲିସ ସାହସିକତା ପଦକ

ବଲାଙ୍ଗୀର..୨୭/୦୧ ଆସନ୍ତା ଗଣତନ୍ତ୍ର ଦିବସ ଅବସରରେ ବଲାଙ୍ଗୀର ପୋଲିସକୁ ୪ଟି ସାହସିକତା ପଦକ ମିଳିଛି । ଏଥର ନିଜ ଦାୟୀତ୍ୱରେ ବିରତୁ ଓ ସାହସିକତା ପାଇଁ ଖପ୍ରାଖୋଲ ଥାନା ଅଧିକାରୀ ଏସଆଇ ରମାକାନ୍ତ ସାହୁ କନେଷ୍ଟବଳ ସତ୍ୟବାଦୀ ଭୁଏ ଏବଂ କନେଷ୍ଟବଳ ସୁରଜ୍ କୁମାର ସାହୁଙ୍କ ସାହସିକତା ପଦକ( ଗ୍ୟାରେଣ୍ଟି ମେଡାଲ)ମିଳିବ । ସେହିପରି ହାବିଲଦାର ମୋତିରାମ ସାହୁଙ୍କୁ ପୋଲିସ ସାହସିକତା ପଦକ ( ପୋଲିସ ଗ୍ୟାରେଣ୍ଟି ମେଡାଲ)ପ୍ରଦାନ କରାଯିବ ଉଭୟଙ୍କୁ ବିଭିନ୍ନ ମହଲରୁ ଶୁଭାଇଛାର ସୂର୍ ଛୁଟୁଛି ।।।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ରାଜ୍ୟ ସ୍ତରୀୟ ମେଧା ପରୀକ୍ଷାରେ ଦିବ୍ୟା ଦୀପାନ୍ନୀତା ପଞ୍ଚମ

masiha

ମସିହା ନିଉଜ ପ୍ରସାରଣ ପରେ ପ୍ରଶାସନ ର ଚେତା ପଶିଲା ! କାକୁଡିରୁମା ବସୁଧା ଯୋଜନା କାମ ଆରମ୍ଭ

masiha

ପ୍ରଧାନମନ୍ତ୍ରୀ ଅIପ୍ପରେଣ୍ଟିସିପି ମେଳା 2024 ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ରାୟଗଡା ରେ ଅନୁଷ୍ଠିତ

masiha

Leave a Comment

error: Content is protected !!