ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେବେ କାର୍ଯ୍ୟକ୍ଷମ ହେବ ଖପ୍ରାମାଲ ବିଜୁ ସେତୁ, ନିର୍ମାଣ ଅବଧିର ୨ବର୍ଷ ବିତିଲା, ତଥାପି ହୋଇନି କାର୍ଯ୍ୟକ୍ଷମ

କେବେ କାର୍ଯ୍ୟକ୍ଷମ ହେବ ଖପ୍ରାମାଲ ବିଜୁ ସେତୁ, ନିର୍ମାଣ ଅବଧିର ୨ବର୍ଷ ବିତିଲା, ତଥାପି ହୋଇନି କାର୍ଯ୍ୟକ୍ଷମ

କୋକସରା,// ରାଜ୍ୟ ସରକାର ଗମନାଗମନ କ୍ଷେତ୍ରରେ ଜନ ସାଧାରଣଙ୍କୁ ସୁବିଧା ଯୋଗାଇ ଦେବାକୁ ସଡକ ସହ ବିଜୁ ସେତୁ ନିର୍ମାଣ କରି ଗ୍ରାମାଞ୍ଚଳରେ ଗମନାଗମନକୁ ସରଳିକରଣ କରିବାକୁ ପ୍ରୟାସ ଜାରି ରଖିଥିବା ବେଳେ ଅନେକ ପ୍ରକଳ୍ପ ବିଭାଗୀୟ ଅଧିକାରୀଙ୍କ ଅପାରଗତା କାରଣରୁ ନିର୍ମାଣାଧୀନ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ନପାରି ଅଧପନ୍ତରିଆ ରହିଥିବା ଅଭିଯୋଗ ହେଉଛି। ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୂଷାପାଳି ପଞ୍ଚାୟତ ଖପ୍ରାମାଲ ଗ୍ରାମ ନିକଟରେ ବେହେରା ନଦୀ ଉପରେ ଅଞ୍ଚଳ ବାସୀଙ୍କ ଦୀର୍ଘବର୍ଷର ଦାବି ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ସେତୁ ଯୋଜନାରେ ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ବିଜୁ ସେତୁ ନିର୍ମାଣ ପାଇଁ ବିଭାଗୀୟ ଅନୁଦାନ ୪୭୬.୦୨ ଲକ୍ଷ ଟଙ୍କା ବ୍ୟୟ ବରାଦ ଅଟକଳରେ ସେତୁ ନିର୍ମାଣ ପାଇଁ ଜୈନିକ ଠିକାସଂସ୍ଥାକୁ ନିର୍ମାଣ କାର୍ଯ୍ୟ ସମ୍ପାଦନ ପାଇଁ କାର୍ଯ୍ୟ ଆରମ୍ଭ ୨୦/୦୧/୨୦୨୦ ଓ କାର୍ଯ୍ୟ ଶେଷ ୧୯/୦୭/୨୦୨୧ ରହିଥିବା ସୂଚନା ଫଳକ ରେ ରହିଥିବା ବେଳେ ଅବଧିର ୨ ବର୍ଷ ରୁ ଉର୍ଦ୍ଧ ସମୟ ପରେ ମଧ୍ୟ ବିଜୁ ସେତୁ କାର୍ଯ୍ୟକ୍ଷମ ହୋଇନାହିଁ। ଏହି ସେତୁଟି କାର୍ଯ୍ୟକ୍ଷମ ହେଲେ କୋକସରା ବ୍ଲକରୁ ଧର୍ମଗଡ଼, ନବରଙ୍ଗପୁର ଓ ପଡୋଶୀ ରାଜ୍ୟ ଛତିଶଗଡ଼କୁ ଲୋକେ ଯାତାୟାତରେ ସୁବିଧା ପାଇବେ। ବିଜୁ ସେତୁ କାର୍ଯ୍ୟକ୍ଷମ ନେଇ ଧର୍ମଗଡ଼ ବିଭାଗୀୟ ସହକାରୀ ଯନ୍ତ୍ରୀ ରାଜେନ୍ଦ୍ର ମାଝୀଙ୍କୁ ପଚାରିବାରୁ ଗ୍ରାମବାସୀ ଓ ଠିକାସଂସ୍ଥା ମଧ୍ୟରେ ଜାଗା ସମସ୍ୟାକୁ ନେଇ ବିବାଦ ଯୋଗୁଁ କାର୍ଯ୍ୟ ବନ୍ଦ ରହିଛି,ଖୁବ ଶୀଘ୍ର ବିଜୁ ସେତୁ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି।

ମସିହା ନିୟୂଜ ସର୍ଭିସ୍ 

Related posts

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର

Sunil Chandra Nayak

ଲୁହାଶିଳା ଆର.କେ. କଲେଜରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

masiha

ସିଡବ୍ଲୁଏସ ପକ୍ଷରୁ ମହିଳାଙ୍କ ଆନୁଷ୍ଠାନିକ ବୈଠକ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort